Latest Odisha News

BREAKING NEWS

Yearly Archives

2025

ଓ୍ବାକଫ୍ ଉପରେ କାହିଁକି କିଛି କହିନଥିଲେ ରାହୁଲ?, ପ୍ରଶ୍ନ କଲେ ମାୟାବତୀ

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲାଣି ନୂଆ ଓ୍ବାକଫ୍ ଆଇନ୍, ହେଲେ ଏବେ ବି ଥମିନି ବିରୋଧୀଙ୍କ ତର୍ଜମା ଏବଂ ଆଲୋଚନା । ନୂତନ ୱାକଫ ଆଇନକୁ ନେଇ ଏବେ ବି ରାଜନୀତି ଉଷ୍ମ ରହିଛି । ଏହି ସମୟରେ, ବହୁଜନ ସମାଜ ପାର୍ଟି, ବିଏସପି ମୁଖ୍ୟ ଏବଂ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ,…

ଦିନକରେ ୨ ଥର ଥରିଲା ପାକିସ୍ତାନ; ଭାରତର ଏହି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଶନିବାର ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ଦିନ ପ୍ରାୟ ୧ଟା ସମୟରେ ପଡ଼ୋଶୀ ଦେଶ ପାକିସ୍ତାନରେ  ଭୂମିକମ୍ପର ତୀବ୍ରତା ୫.୩ ରେର୍କଡ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) କହିଛି ଯେ,   ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ରହିଛି । …

ବିଶ୍ୱର ସର୍ବୋଚ୍ଚ ବ୍ରିଜ୍ ତିଆରି କରିଛି ଏହି ଦେଶ….୧ ମିନିଟରେ ସରିବ ଘଣ୍ଟାଏ ଯାତ୍ରା

ନୂଆଦିଲ୍ଲୀ: ଖୁବଶୀଘ୍ର ଉଦଘାଟନ ହେବାକୁ ଯାଉଛି ବିଶ୍ବର ସର୍ବୋଚ୍ଚ ସେତୁ । ଯାହା ଗୋଟେ ଘଣ୍ଟାର ଯାତ୍ରାର ସମୟକୁ ହ୍ରାସ କରି ମାତ୍ର ମିନିଟରେ ପହଞ୍ଚାଇବ । ଏଭଳି ସେବା ଆରମ୍ଭ କରିବାକୁ ଯାଉଛି ଚୀନ । ଦି ମେଟ୍ରୋ ଅନୁଯାୟୀ, ଚୀନ୍ ଜୁନ୍ ମାସରେ, ଏହାର ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍…

ଯଦି ବିଜେଡିରେ ବିଭାଜନ ହୁଏ… କାହାର ହେବ ଲାଭ?

ଭୁବନେଶ୍ବର: ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡିରେ ହେବ କି ବିଭାଜନ? ସବୁଠୁ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ନିର୍ବାଚନ ହାରିବା ପରଠୁ ନେତାଙ୍କ ମନରେ ଅସନ୍ତୋଷ ଥିଲା । ହେଲେ ଓ୍ବକଫ୍ ଭୋଟ୍ ପରଠୁ ଏହା ସାମନାକୁ ଆସିଛି । ଦିନେ…

ସାବଧାନ୍! ଉଡିଯିବେ ୫୦କେଜିରୁ କମ୍ ଓଜନର ଲୋକ

ନୂଆଦିଲ୍ଲୀ:  ଆସୁଛି ମହାବାତ୍ୟା । ବାତ୍ୟା ଏତେ ଭୀଷଣ ହେବାକୁ ଯାଉଛି ଯେ, ୫୦କେଜିରୁ କମ୍ ଓଜନ ଥିବା ବ୍ୟକ୍ତିଙ୍କୁ ଉଡାଇ ନେବ । କିଛି ଏପରି ଆଲର୍ଟ ଜାରି କରିଛି ଚାଇନା । ଉତ୍ତର ଚୀନ୍ ଅତି ପ୍ରବଳ ଝଡ଼ର ସାମନା କରିବାକୁ ଯାଉଛି । ଝଡ ତୋଫାନ ସାଙ୍ଗକୁ ପବନ ଏତେ ମାତ୍ରାରେ ହେବ ଯେ,…

କାହିଁକି ପଶ୍ଚିମବଙ୍ଗର ୯% ହିନ୍ଦୁଙ୍କୁ ନେଇ ଏତେ ଚର୍ଚ୍ଚା?

ନୂଆଦିଲ୍ଲୀ: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ଫୋକସ୍ କରିଛନ୍ତି । ପଶ୍ଚିମବଙ୍ଗରୁ ମମତା ବାନାର୍ଜୀ ସରକାରକୁ ବିଦା କରିବାକୁ ହେଲେ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ବାହାରକୁ ଆସି ଭୋଟ୍ କରିବାକୁ ପଡିବ । ସବୁ ହିନ୍ଦୁଙ୍କୁ ଏକାଠି ହେବାକୁ ପଡିବ । ଏହା ହିଁ ମମତା…

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରତନସରା ଗାଁର ସମୀର ଡନସେନା…

ପାକିସ୍ତାନ ସେନାର ବ୍ୟବସାୟ ସାମ୍ରାଜ୍ୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଆର୍ଥିକ ସଂକଟର ସାମନା କରୁଛି ପାକିସ୍ତାନ। ବିଦେଶୀ ଋଣ ଭାରରେ ଭାରାକ୍ରାନ୍ତ ଦେଶ, ଅଟା, ଡାଲି କିଣିବାକୁ ସଂଘର୍ଷ କରୁଛନ୍ତି ଜନତା। ହେଲେ ଆଲିସାନ ବଙ୍ଗଲାରେ ରହୁଛନ୍ତି ପାକିସ୍ତାନ ସେନା ଜେନେରାଲ । ସେନାର କୋଟି କୋଟି ଡଲାରର ବ୍ୟବସାୟିକ ସାମ୍ରାଜ୍ୟର ଦେଖାରଖା…

ପ୍ରେମ କଲା ବାୟା; ଗର୍ଲଫ୍ରେଣ୍ଡଙ୍କୁ ସୁଟକେସରେ ପୁରାଇ ହଷ୍ଟେଲ ନେଉଥିଲେ ବୟଫ୍ରେଣ୍ଡ

ସୋନିପତ: ଗର୍ଲଫ୍ରେଣ୍ଡଙ୍କୁ ସୁଟକେଶରେ ପୁରାଇ ହଷ୍ଟେଲ ନେଉଥିଲେ ଛାତ୍ର। ହରିୟାଣାର ସୋନିପତ ସହରରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ କଲେଜ ଛାତ୍ର ନିଜ ପ୍ରେମିକାକୁ ଏକ ସୁଟକେସ ଭିତରେ…

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା: ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ, ଜାରି ହେଲା ଗାଇଡଲାଇନ

କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ। ସେହିପରି ନିଶା ଦ୍ରବ୍ୟ ସେବନ…