ଭାରତ ହେବ କି ଏଏଫ୍ସି ଏସିଆନ କପ୍ ୨୦୩୧ର ଆୟୋଜକ ଦଳ ?
ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଭାରତ କରିପାରେ ୨୦୩୧ ଏଏଫ୍ସି ଏସିଆନ କପ୍ ଆୟୋଜନ । ଭାରତ ସମେତ ୭ଟି ଦେଶ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିଡ୍ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ମିଳିତ ବିଡ୍ ଦାଖଲ ହୋଇଛି । ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)…