Latest Odisha News

BREAKING NEWS

Yearly Archives

2025

ଓଡିଶାରେ ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ

କଟକ: ଓଡ଼ିଶାର ଆଉ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଖୁବ୍ ଶୀଘ୍ର ଆଉ ଦୁଇଟି କଲେଜ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହାବ୍ୟତୀତ ରାଜ୍ୟ ସରକାର ରାଜ୍ୟର ଆଉ…

କେକେଆର ପରେ ଆରସିବି ଘରୋଇ ପିଚକୁ ଦେଲା ଦୋଷ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ଟି ମ୍ୟାଚରୁ ୨ଟି ମୁକାବିଲାରେ ପରାଜିତ ହୋଇଛି । ଏହି ଦୁଇ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଘରୋଇ ପିଚରେ କ୍ରମାଗତ ପରାଜୟକୁ ଆରସିବି ଟିମ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରି ନାହିଁ । ଓଭରାଲ ଦେଖିବାକୁ…

ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭକୁ ଯିବା ବେଳେ ଦୁର୍ଘଟଣା; ୩୦ ଆହତ

ଭୁବନେଶ୍ୱର: ଆଠଗଡ଼ର ଛତାବର ସ୍କୋୟାର ନିକଟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଆହତ ହୋଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଉତ୍ସବରେ ଯୋଗଦେବା ପାଇଁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ପୋଲିସ ଏବଂ ଅଗ୍ନିଶମ…

କଫ ସିରଫ୍ ଓ ୩୦ କେଜି ଗଞ୍ଜେଇ ସହ ୩ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସକୁ ସଫଳତା । ୩୦ କେଜି ଗଞ୍ଜେଇ, କଫ ସିରଫ ବିଭିନ୍ନ ପ୍ରକାର ନିଶା ବଟିକା ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା…

ବେଆଇନ ଖଣିରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ; ଚୋରା ଚାଲାଣର ମିଳିବ ତଥ୍ୟ

ସୁନ୍ଦରଗଡ: ବେଆଇନ ଖଣିର ତଦନ୍ତ ପାଇଁ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ଆଜି ଭୁବନେଶ୍ବରରୁ ଖଣି ଏବଂ ଭୂତତ୍ତ୍ବ ବିଭାଗର ଏକ ନଅ ଜଣିଆ ଟିମ୍ ଆସି ବେଆଇନ…

ଟୁଥପେଷ୍ଟରେ ଫ୍ରାଏଡ ଚିକେନ ଟେଷ୍ଟ…

ନୂଆଦିଲ୍ଲୀ: ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ନିକଟରେ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି। ଯାହା ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାର ସମସ୍ତ ଉତ୍ପାଦ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା। କମ୍ପାନୀର ଦାବି ଅନୁଯାୟୀ, ଏହାକୁ ଜଡିବୁଟି ଏବଂ ମସଲା ସାହାଯ୍ୟରେ…

ବିଜେଡିରେ ବିସ୍ଫୋରଣ ପରେ ବିସ୍ଫୋରଣ !

ନୂଆଦିଲ୍ଲୀ: ଆଗ ପ୍ରଭାତ ତ୍ରିପାଠୀ, ଏବେ ପ୍ରଫୁଲ୍ଲ ମଲ୍ଲିକ । ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ବିଜେଡି କଳି । ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ମୁହଁ ଖୋଲୁଛନ୍ତି, ବିସ୍ଫୋରଣ କରୁଛନ୍ତି । ୨୪ବର୍ଷ ଧରି ବିଜେଡି କ୍ଷମତାରେ ରହିଥିବା ବେଳେ ନବୀନଙ୍କ କଥା ଉପରେ କେହି ପଦେ କହିବାକୁ…

ବିହାର ନିର୍ବାଚନ ମଇଦାନରେ ଭୋଜପୁରୀ ଷ୍ଟାର

ନୂଆଦିଲ୍ଲୀ: ଭୋଟ୍ ରାଜନୀତିରେ ଭୋଜପୁରୀ ତଡକା ! ନିର୍ବାଚନ ମଇଦାନକୁ ଓହ୍ଲାଇବେ ଭୋଜପୁରୀ ଷ୍ଟାର । କମାଲ କରିବ ଷ୍ଟାର ପାଓ୍ବାର! ଆଉ ମାସ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଭୋଜପୁରୀ ଅଭିନେତା ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି । ଭୋଜପୁରୀ ସିନେମା ଜଗତର…

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର: ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ…

ପରଦାରେ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷର କାହାଣୀ ‘ପାଦେ ଆକାଶ’

ଭୁବନେଶ୍ବର: ପରଦାରେ ‘ପାଦେ ଆକାଶ’ । ଶୁକ୍ରବାର ସିନେମା ହଲରେ ମୁକ୍ତିଲାଭ କରିଛି ଫିଲ୍ମ ‘ପାଦେ ଆକାଶ’ । ସତ୍ୟ ଘଟଣା ଉପରେ ଆଧାରିତ ସିନେମା ପାଦେ ଆକାଶ, ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ । ଯେଉଁଥିରେ ଶ୍ରୁତିଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ…