Latest Odisha News

BREAKING NEWS

Yearly Archives

2025

ସୁରକ୍ଷା ବାହିନୀଙ୍କୁ ପୁଣି ସଫଳତା: ଧ୍ୱଂସ କଲେ ୫ଟି ନକ୍ସଲ ବଙ୍କର

ରାଞ୍ଚି: ନକ୍ସଲ ବିରୋଧରେ ଚାଲିଥିବା ଅଭିଯାନ ସମୟରେ, ପୋଲିସ କର୍ମଚାରୀଙ୍କୁ ମିଳିଲା ବଡ଼ ସଫଳତା। ଝାଡଖଣ୍ଡର ସାରଣ୍ଡା ସ୍ଥିତ ଜରାଇକେଲା ଥାନା ଅନ୍ତର୍ଗତ କୁଲପାବୁରୁ ଜଙ୍ଗଲ ପାଖରେ ଥିବା ଏକ ପାହାଡିଆ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ୦୫ଟି ନକ୍ସଲ ବଙ୍କର ଧ୍ୱଂସ କରିଛନ୍ତି। ପୋଲିସ…

ଭାଙ୍ଗିଲା ସବୁ ରେକର୍ଡ: ୯୫ ହଜାର ଡେଇଁଲା ସୁନା ଦର

ଭୁବନେଶ୍ବର: ପୁଣି ସୁନା ବଜାରରେ ନିଆଁ  । ୯୫ ହଜାର ଟପିଲା ସୁନା ଦର । ଗତ ଦିନ ମାନଙ୍କରେ ସିଧା ୫ ହଜାର ଟଙ୍କା ଡେଇଁଛି ସୁନା ଦର  । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କାରେ…

ଆମେରିକାରେ ମଝି ଆକାଶରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ

ୱାଶିଂଟନ: ଆମେରିକାରେ ମଝି ଆକାଶରେ ହେଲିକପ୍ଟର୍ ଦୁର୍ଘଟଣା। ହେଲିକପ୍ଟର୍ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା। ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର୍। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ରେସ୍‌କ୍ୟୁ ଟିମ୍। ଆମେରିକାର ମୈନହାଟନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା, ଜଣେ ଗୁରୁତର

ପୁରୀ:  ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ରାତି ଅଧିଆ ଫୁଟିଲା ବୋମା। ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା। ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

କୃଷ୍ଣପ୍ରସାଦ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ଦୋକାନ। ୬ ଦୋକାନ ସମେତ ୨ଟି ଘରରେ ଲାଗିଲା ନିଆଁ। ଜହ୍ନିକୁଦା ଘାଟପେଣ୍ଠରେ ନିଆଁ ଲାଗି ଜଳିଗଲା ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ…

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ

ମୁମ୍ବାଇ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଯିବା ପରେ ଗୁରୁବାର (୧୦ ଏପ୍ରିଲ, ୨୦୨୫) ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଆତଙ୍କବାଦୀ ତହବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଏନଆଇଏ କୋର୍ଟରେ ରାଣାଙ୍କ ୨୦ ଦିନିଆ…

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା: କାହାକୁ ମିଳିବ ସ୍ବାସ୍ଥ୍ୟକାର୍ଡ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ଲାଗୁ ହେବ 'ଆୟୁଷ୍ମାନ ଭାରତ' ଯୋଜନା। ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ…

ଯାତ୍ରା ସମୟରେ ଏହିସବୁ ଦେଖିଲେ ଶୁଭ…

ଭୁବନେଶ୍ବର: ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ଭଗବାନଙ୍କୁ ପ୍ରଣାମ ହୋଇ ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରିବା କଥା ଆମେ ଶୁଣି ଆସିଛୁ । ଏପରି କରିବା ମଧ୍ୟ ଉଚିତ୍ । କୁହାଯାଏ ଯେ ଭଗବାନଙ୍କୁ ପ୍ରଣାମ କରି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ସେହିପରି ଜ୍ୟୋତିଷଶାସ୍ତ୍ରରେ ଏପରି…

ଧଳା ନୁହେଁ ବ୍ରାଉନ୍ ସୁଗାର ବ୍ୟବହାର କରନ୍ତୁ..

ଭୁବନେଶ୍ବର:ଆମେମାନେ ସାଧରଣଭାବେ ଘରେ ଧଳା ଚିନିକୁ ବ୍ୟବହାର କରିଥାଉ । କିନ୍ତୁ ଜାଣିଛନ୍ତି କି ବ୍ରାଉନ୍ ଚିନି ଧଳା ଚିନି ଠାରୁ ବେଶ୍ ଭଲ । ହଁ ଆଜ୍ଞା ଧଳା ଚିନି ବିଶୋଧିତ ହୋଇଥାଏ ଯାହା ମୋଟାପଣ, ହୃଦ ରୋଗ, ଟାଇପ୍-୨ ମଧୁମେହ, ଯକୃତ ରୋଗ,ଷ୍ଟ୍ରେସ୍ ଭଳି ଅନେକ ସମସ୍ୟା ସୃଷ୍ଟି କରିପାରେ।…

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ…