Latest Odisha News

BREAKING NEWS

Yearly Archives

2025

ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ: ଆଜି ୧୪ ଜିଲ୍ଲା, କାଲି ୧୬ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ଆଣିଲା ଆଶ୍ବସ୍ତି । ୧୦ ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା। ବିଳମ୍ବିତ ରାତିରେ ଭୁବନେଶ୍ବର ଓ କଟକ ସହର ସମେତ ୧୦ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା। ଆଜି ପାଇଁ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ…

ରାଜଧାନୀରେ ଏନକାଉଣ୍ଟର: ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି। ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଶେଖ ଜାମସେଦ ନିକଟରୁ…

ଟ୍ରେନରେ ୪ଟି ଲଗେଜ୍ ବ୍ୟାଗରେ ଚାଲାଣ ହେଉଥିଲା ଗଞ୍ଜେଇ, ମହିଳାଙ୍କୁ ଧରିଲା ପୋଲିସ

ଭଦ୍ରକ: ଭଦ୍ରକ ଜିଆରପି ପୋଲିସକୁ ମିଳିଛି ବଡ଼ ସଫଳତା । ନୀଳାଚଳ ଏକ୍ସପ୍ରେସରୁ ୪ଟି ଲଗେଜ୍ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କଲା ଜିଆରପି । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭଦ୍ରକ ଜିଆରପି ପୋଲିସ । ସୂଚନା ଅନୁଯାୟୀ,…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ: ପଞ୍ଜାବ ଦଳର ଏକତରଫା ବିଜୟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପର ଚତୁର୍ଥ  ଦିନରେ  ୭ଟି ମ୍ୟାଚ ଖେଳାଯାଇଛି। ଗୁରୁବାର ସକାଳ ଅଧିବେଶନରେ ୪ଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଅଧିବେଶନରେ ତିନିଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ଚତୁର୍ଥ  ଦିନର…

ନକ୍ସଲ ପ୍ରବଣ ପଦମକୋଟା ଗାଁରେ ୪ ଦଶନ୍ଧି ପରେ ବସିଲା ହାଟ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ଅନେକ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। କିନ୍ତୁ ଏବେ ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିଲା। ଏଠାରେ ନୂଆ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା…

ଭୁବନେଶ୍ୱରରେ ଦୋକାନ ମାଲିକଙ୍କଠାରୁ ଲୁଟ୍ ଘଟଣା; ୬ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ଦୋକାନ ମାଲିକଙ୍କଠାରୁ ନଗଦ ଏବଂ ସୁନା ଅଳଙ୍କାର ଲୁଟ୍ କରିବା ଘଟଣାରେ କମିଶନରେଟ୍ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଲୁଟ୍ ଅଭିଯୋଗର ବିସ୍ତୃତ ତଦନ୍ତ ପରେ ଏହି ଗିରଫଦାରୀ କରାଯାଇଛି।…

ଆମ୍ବୁଲାନ୍ସର ଝଟକା ବିଧବା ମହିଳାଙ୍କୁ କରିଦେଲା ସଧବା

କୋହ୍ଲାପୁର: ଅନେକ ବିଚିିତ୍ର ଘଟଣା ଏହି ଦୁନିଆରେ ଘଟିଥାଏ । ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରୋଷା କରୁଥିଲେ ମଧ୍ୟ ଏ ଭଳି କିଛି ଘଟଣା ଘଟିଯାଏ ଯାହା ସ୍ୱତଃ ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ବଢ଼ାଇ ଦେଇଥାଏ । ଏ ଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି । ଏଠାରେ ୬୫ ବର୍ଷୀୟ…

ରାଣାର ଖେଳ ଶେଷ, କୁଟନୈତିକ ସ୍ତରରେ ବଡ଼ ବିଜୟ

ନୂଆଦିଲ୍ଲୀ : ରାଣାର ଖେଳ ଶେଷ। କୁଟନୈତିକ ସ୍ତରରେ ବଡ଼ ବିଜୟ । ଆମେରିକାରୁ ପ୍ରତ୍ୟାର୍ପଣ ପରେ ଭାରତରେ ପହଞ୍ଚିଛି, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରଣା। ତହବୁର ରାଣାକୁ ଭାରତୀୟ ଆଇନ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ସୁରକ୍ଷା…

ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଲୋକକଳା ହେଉଛି ଆମ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଲୋକକଳାର ପ୍ରଚାର ଓ ପ୍ରସାର କରିବା ସହିତ ଏହାକୁ ପୁନଃଶ୍ଚ ବିଶ୍ୱବିଦିତ କରାଇବା ପାଇଁ ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ "ଲୋକକଳା ପାଇଁ…

ଭାରତର କିଛି ରହସ୍ୟମୟ ସ୍ଥାନ, ଯେଉଁଠି ବୈଜ୍ଞାନିକ ବି ତାଜୁବ ହୋଇଛନ୍ତି

ଭାରତ, ଯାହା ତାର ସଂସ୍କୃତି, ଇତିହାସ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱବିଖ୍ୟାତ । କେବଳ ଏତିକି ନୁହେଁ ଅନେକ ରହସ୍ୟମୟ ସ୍ଥାନରେ ଭରପୂର ଭାରତ ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଐତିହାସିକଙ୍କ ପାଇଁ ରୋଚକ ହୋଇ ରହିଛି। ଏହି ସ୍ଥାନଗୁଡ଼ିକରେ ଲୁଚି ରହିଥିବା ଏମିତି କିଛି ରହସ୍ୟ ଯାହା…