Latest Odisha News

BREAKING NEWS

Yearly Archives

2025

କ’ଣ ରହିଛି ଟ୍ରମ୍ପଙ୍କ ପ୍ଲାନ୍…କାହିଁକି ଚୀନକୁ ଛାଡି ଅନ୍ୟ ଦେଶରେ ଲାଗୁ କଲେ ୯୦ ଦିନର ଟାରିଫ୍ ବିରତି?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚୀନ ଉପରେ ୧୨୫ ପ୍ରତିଶତ ଟାରିଫ୍ ମାଡ କରିଚନ୍ତି । ଏଥିସହିତ ଚୀନ୍ ବ୍ୟତୀତ ସମସ୍ତ ଦେଶ ଉପରେ ତାଙ୍କର ବ୍ୟାପକ ଶୁଳ୍କ ନେଇ ୯୦ ଦିନର ବିରତି ଘୋଷଣା କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଯେସାକୁ ତେସା ନିତି…

ସାବଧାନ! ଆଧାରକାର୍ଡ ମାଧ୍ୟମରେ ହୋଇପାରେ ଆପଣଙ୍କ ଆକାଉଣ୍ଟ ଖାଲି, ଏପରି କରୁନ୍ତୁ ଲକ୍…

ନୂଆଦିଲ୍ଲୀ: ଆଧାର କାର୍ଡ ମାଧ୍ୟମରେ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଛି । ଯଦି ଆପଣ ନକଲି OLX ନମ୍ବର କିମ୍ବା ନକଲି କଷ୍ଟମର କେୟାରରୁ ମାଗଣା ରିଚାର୍ଜ, କ୍ୟାସବ୍ୟାକ୍, କ୍ରେଡିଟ୍ କାର୍ଡ ଅଫର ସମ୍ପର୍କରେ କୌଣସି କଲ୍ କିମ୍ବା ମେସେଜ୍ ପାଆନ୍ତି, ତେବେ ସତର୍କ ରୁହନ୍ତୁ । ଋଣ ଛାଡ, ନକଲି…

୨୦୨୮ ଅଲିମ୍ପିକ୍ସ: କ୍ରିକେଟରେ ଅଂଶଗ୍ରହଣ କରିବେ ୬ଟି ଟିମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ପୂନର୍ବାର କ୍ରିକେଟ ସାମିଲ ହେବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବ । ବୁଧବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ୬ଟି ଟିମ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ପଦକ ପାଇଁ…

ନବୀନଙ୍କୁ କଡା ଜବାବ ଦେଲେ ପ୍ରଭାତ: କହିଲେ, ‘ମହା ମିଛ, ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଟାର୍ଗେଟ’

ଭୁବନେଶ୍ବର: ଥମୁନି ବିଜେଡି ଭିତିରି ଆରୋପପ୍ରତ୍ୟାରୋପ । ଓ୍ବାକଫ୍ ବିଲ୍ ନେଇ ବିଜେଡି ଏବେ ଉଠୁଛି ପଡୁଛି । ଏହାରି ଭିତରେ ମୁହାଁମୁହିଁ ହୋଇଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଏବଂ ସଭାପତି ନବୀନ ପଟ୍ଟନାୟକ । ପ୍ରଭାତ ବିଜେଡିର ନାହାନ୍ତି ବୋଲି ସଭାପତି କହିଦେବା ପରେ, ଆଜି…

ଏ କି କଥା! ଭୂତ ସାଜିଛି କଲେଜ୍ ଅଧ୍ୟକ୍ଷ, ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ବାଂଲାଦେଶର ଶିକ୍ଷା ମନ୍ତ୍ରଣାଳୟରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦୁଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କୁ କଲେଜ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି ଶିକ୍ଷା ମନ୍ତ୍ରଣାଳୟ । ବାଂଲାଦେଶ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ବିଭାଗ ସମ୍ପ୍ରତି BCS…

‘ଦେଶକୁ ବିକିଦେଇ ଚାଲିଯିବେ ମୋଦି’

ନୂଆଦିଲ୍ଲୀ: ‘ଦେଶକୁ ବିକିଦେଇ ଚାଲିଯିବେ ମୋଦି । ଖଣି ଠାରୁ ଆରମ୍ଭ କରି ବିମାନବନ୍ଦର ସବୁ କିଛି ବିକ୍ରି କରି ଚାଲିଯିବେ ମୋଦି ।’ ଏମିତି କିଛି ସଙ୍ଗୀନ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ଉପରେ ବଡ…

କମ୍ ବଜେଟରେ ୨ଟି ଦମଦାର ଫୋନ ଲଞ୍ଚ କଲା ରିଅଲମି, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଦମଦାର ବ୍ୟାଟେରୀ ସହିତ ଯଦି ଆପଣ ଏକ ଶସ୍ତା 5G ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ realme ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଆଣିଛି। କମ୍ପାନୀ ଭାରତରେ ଏହାର 'Narzo' ସିରିଜକୁ ବିସ୍ତାର କରିଛି, ଯେଉଁଥିରେ ମଧ୍ୟମ ବଜେଟରେ Narzo 80 Pro 5G ଏବଂ କମ ବଜେଟରେ Realme Narzo…

ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ସାମାନ୍ୟ ଆଶ୍ୱସ୍ତି। ରାଜ୍ୟରେ ଲଘୁଚାପ ପ୍ରଭାବରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆହୁରି ଦୁଇ ଦିନ କାଳବୈଶାଖୀ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି…

ସ୍ତ୍ରୀ ରହୁଥିବା ଘର ଉପରକୁ ବୋମାମାଡ଼ କଲା ସ୍ୱାମୀ

ଗଞ୍ଜାମ: ଘରୋଇ କଳିରୁ ଘରେ ବିସ୍ଫୋରଣ କଲା ସ୍ୱାମୀ। ହେଲେ ବର୍ତ୍ତିଗଲେ ପୁରା ପରିବାର। ସ୍ବାମୀର ବୋମା ମାଡ଼ରେ ୩ ଘର ଛିନଛତ୍ର ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୁଶପଡ଼ା ଗାଁରେ ଏପରି ବୋମାମାଡ଼ ହୋଇଛି। ସୂଚନା ଅନୁସାରେ ଉକ୍ତ ଗାଁରେ ଏକ ଭଡ଼ା ଘରେ ରହୁଥିଲେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ। ହେଲେ…

ବନବିଭାଗକୁ ବଡ଼ ସଫଳତା: ବିପୁଳ ପରିମାଣର ବେଆଇନ କାଠ ଜବତ, ୪ ମାଫିଆ ଗିରଫ

ନୂଆପଡା: ବନବିଭାଗକୁ ପୁଣି ବଡ଼ ସଫଳତା। ବିପୁଳ ପରିମାଣର ଖଏର କାଠ ସହ ଚାରି ଜଣ କାଠ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶରେ ଗତ ୮ ତାରିଖ ଦିନ ଜିଲ୍ଲାର ତିନି ଗୋଟି ସ୍ଥାନ ଖଡ଼ିଆଳ ଓ…