ୟୁଟ୍ୟୁବରେ ଉପଲବ୍ଧ ହେବ ଇନଷ୍ଟାଗ୍ରାମ ଫିଚର୍, ମିଳିବ ଏହି ଲାଭ..
ନୂଆଦିଲ୍ଲୀ: ସର୍ଟସ (Shorts) କ୍ରିଏଟରମାନଙ୍କ ପାଇଁ ୟୁଟ୍ୟୁବ୍ (YouTube) ନୂତନ ଫିଚର ଆଣୁଛି । ଯାହାଦ୍ବାରା ସମସ୍ତେ ସହଜରେ ଭିଡିଓ ଏଡିଟିଂ କରିପାରିବେ । ନୂତନ ଫିଚରରେ ଆପଣ ଉନ୍ନତ ଭିଡିଓ ଏଡିଟିଂ ଟୁଲ୍ସ, ଏଆଇ ଷ୍ଟିକର, ଟେମ୍ପଲେଟ୍ ଭଳି ଫିଚର ପାଇବେ । ଏହି ଫିଚର ଖୁବ୍ ଶୀଘ୍ର ଉପଲବ୍ଧ…