Latest Odisha News

BREAKING NEWS

Yearly Archives

2025

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଚାଲିବନି ପୁରୁଣା ସିମ୍ କାର୍ଡ !

ଭାରତରେ ମୋବାଇଲ୍ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଜାତୀୟ ସାଇବର ସୁରକ୍ଷା ସଂଯୋଜକ (ଏନସିଏସସି) ଏବଂ ଗୃହ ମନ୍ତ୍ରଣାଳୟର ଏକ ଅନୁସନ୍ଧାନରେ ଜଣାପଡ଼ିଛି ଯେ ଦେଶରେ ବ୍ୟବହୃତ କିଛି ପୁରୁଣା ସିମ୍ କାର୍ଡରେ ଚୀନରୁ ଆସିଥିବା ଚିପସେଟ୍ ରହିଛି। ଏହି ଆବିଷ୍କାର ଜାତୀୟ…

ଜୟପୁର ସିରିଏଲ ବୋମା ବିସ୍ଫୋରଣ ମାମଲା; ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ସମସ୍ତ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୟପୁରରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ସମୟରେ ମିଳିଥିବା ଜୀବନ୍ତ ବୋମା ମାମଲାରେ କୋର୍ଟ ଦୁଇ ଦିନ ପୂର୍ବରୁ ଏହି ଚାରି…

କେବେ ହେବ ୫୫ ହଜାର ଟଙ୍କା ସୁନା ଦର ? ଆସିଲା ବଡ଼ ଅପଡେଟ୍

ପୂରା ଭାରତରେ ସୁନା ମୂଲ୍ୟ ଏବେ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୯୦,୦୦୦ ଟଙ୍କା ରହିଛି। ଯଦିଓ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟୁଛି, ହେଲେ ବି ୮୫ ହଜାର ଟଙ୍କା ଉପରେ ରହିଛି ସୁନା ମୂଲ୍ୟ । ଏବେ ସୁନା କିଣିବାକୁ ଯୋଜନା…

ରାହାଣେ, ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ବ୍ୟର୍ଥ, ୪ ରନରେ ହାରିଲା କେକେଆର

କୋଲକାତା: ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଏଠାରେ ଅନୁଷ୍ଠିତ ହାଇସ୍କୋରିଂ ଆଇପିଏଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୩ ୱିକେଟ ହରାଇ ୨୩୮…

ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ବାଲେଶ୍ବର: ବାଲେଶ୍ବର ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ଯଶୋଦା ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଆଜି…

ଫେରିଲା ୧୩ ହଜାର ବର୍ଷ ତଳୁ ବିଲୁପ୍ତ ହୋଇଥିବା ଡାୟର ୱଲ୍ଫ

ଗେମ ଅଫ ଥ୍ରୋନ୍ସ ଫିଲ୍ମରେ ଆମେ ଷ୍ଟାର୍କ ହାଉସର ବିଶ୍ୱସ୍ତ ସାଥୀ ଭାବେ ଡାୟର ୱଲ୍ଫକୁ ଦେଖିଥିଲେ । ଗଧିଆ ପ୍ରଜାତିର ଏହି ମାରାତ୍ମକ ଜନ୍ତୁ ୧୩ ହଜାର ବର୍ଷ ତଳୁ ବିଲୁପ୍ତ ହୋଇଯାଇଛି । ଏବେ ଏହି ଡାୟର ୱଲଫ ପ୍ରତ୍ୟାବର୍ତନ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ବୈଜ୍ଞାନିକମାନେ ଜୀନ…

ଓଇଆରସିର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍‌ପତି ଶ୍ରୀ ଜେନାଙ୍କୁ…

ମା’ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି…

ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାଡ ମେମ୍ବର । ଉକ୍ତ ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାଡ ମେମ୍ବର ମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ…

ବିଜେପି ନେତାଙ୍କ ଘରେ ଗ୍ରେନେଡ୍ ମାଡ; ଆକ୍ରମଣ ପଛରେ ଖାଲିସ୍ତାନ ଆତଙ୍କବାଦୀ ସଂଗଠନ

ପଞ୍ଜାବ: ଜଳନ୍ଧରରେ ବିଜେପି ନେତା ମନୋରଞ୍ଜନ କାଲିୟାଙ୍କ ଘର ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣର ତଦନ୍ତ କରାଯାଉଛି। ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ହାପି ପାସିୟା। । ପାସିୟା ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଆକ୍ରମଣ ବିଷୟରେ ସୂଚନା…