କାଲି ଖସିଥିଲା, ଆଜି ସିଧା ହଜାରରୁ ଅଧିକ ପଏଣ୍ଟକୁ ବଢିଲା ସେୟାର ମାର୍କେଟ୍ ସେନସେକ୍ସ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଶୁଳ୍କ ମାଡରେ ଘାଇଲା ହୋଇଥିବା ଭାରତୀୟ ସେୟାର ବଜାର ଆଜି ପୁଣି ଉଠିଛି । କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବିଶ୍ୱ ବଜାରରେ ପୁନରୁଦ୍ଧାରର ସଙ୍କେତ ଦେଖାଯାଉଥିବା ବେଳେ, ସେନସେକ୍ସ ଏବଂ ନିଫ୍ଟି ପ୍ରାରମ୍ଭିକ ବାଣିଜ୍ୟରେ ୧.୫…