ନବୀନଙ୍କ ଉପରେ ଚାପ: କାର୍ଯ୍ୟାନୁଷ୍ଠାନ ଦାବି କଲେଣି ନେତା
ଭୁବନେଶ୍ୱର: ବିଜେଡିରେ ଓ୍ଵାକଫ ସଂଶୋଧନ ବିଲ୍କୁ ନେଇ ବିବାଦ ଜାରି ରହିଛି। ଏହି ବିଲ୍ ଉପରେ ଦଳ ତରଫରୁ ‘ବିବେକ ଅନୁସାରେ ଭୋଟ୍ ଦେବା’ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିଛି। ସୋମବାର ଦିନ ଏହି ଘଟଣାକୁ ନେଇ ଅନେକ ନେତା ପ୍ରତିକ୍ରିୟା ଦେଇଛନ୍ତି।
ବିଜେପି ସାଂସଦ ମନସ ମଙ୍ଗରାଜ ତାଙ୍କ ଏକ୍ସ…