ପୁଣି ଖସିଲା ସୁନା ଦର, ଆସନ୍ତା ସପ୍ତାହରେ ଏତେ ଟଙ୍କା କମିବ
ଭୁବନେଶ୍ୱର : ଲଗାତାର ଖସୁଛି ସୁନା ଦର । ତିନି ଦିନରେ କମିଲାଣି ଅଢ଼େଇ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୮୨ ହଜାର ୮୩୦ ଟଙ୍କା ଥିବା ବେଳେ ୯୦ ହଜାର ୩୬୦ ଟଙ୍କାରେ ପହଞ୍ଚିଛି ୨୪ କ୍ୟାରେଟ ସୁନାର ଦମ୍ । କାହିଁକି କମୁଛି ସୁନା ଦର ? ଏହା କେଉଁ ପର୍ଯ୍ୟନ୍ତ କମିବ ? ତାକୁ ନେଇ…