ଦୁଇ ଶ୍ରମିକଙ୍କୁ ଧକ୍କା ଦେଲା ଲାମ୍ବୋର୍ଗିନୀ କାର
ନୋଏଡା: ଦିଲ୍ଲୀର ନୋଏଡାର ସେକ୍ଟର ୯୪ରେ ଥିବା M3M ପ୍ରୋଜେକ୍ଟ ନିକଟରେ ଫୁଟପାଥରେ ବସିଥିବା ଦୁଇଜଣ ଶ୍ରମିକଙ୍କୁ ଏକ ଦ୍ରୁତଗାମୀ ଲାମ୍ବୋର୍ଗିନୀ କାର ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏକ ଘରୋଇ…