ଦଣ୍ଡନାଚ ବେଳେ ବୋହିଲା ରକ୍ତର ନଦୀ, କମିଟି ସଦସ୍ୟଙ୍କୁ ହତ୍ୟା
ବ୍ରହ୍ମପୁର: ଦଣ୍ଡନାଚ ବେଳେ କମିଟି ସଦସ୍ୟକୁ ଛୁରୀ ଭୁସି ହତ୍ୟା । ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ଦଣ୍ଡନାଚ ବେଳେ ହତ୍ୟାକାଣ୍ଡ । କମିଟି ମୁଖିଆ ନିଜ ପୁଅ ସହ ମିଶି ହତ୍ୟା କରିଥିବା ଅଭିଯୋଗ । ତେବେ ସାମାନ୍ୟ ବଚସାକୁ ନେଇ ଘଟିଛି ଏହି ହତ୍ୟା । ଅଭିଯୁକ୍ତ ବାପାପୁଅକୁ ଅଟକ ରଖିଲା…