Latest Odisha News

BREAKING NEWS

Yearly Archives

2025

ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ରେଜିଷ୍ଟେସନ୍ ବାଧ୍ୟତାମୂଳକ କଲା ପ୍ରଶାସନ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିସାରିଛନ୍ତି। ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା…

ଆପଣ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି?, ଏମିତି କରନ୍ତୁ ଯୋଗାଯୋଗ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁ ଚର୍ଚ୍ଚିତ । ଯାହାକୁ ବୋଧେ ଏବେ ପ୍ରତିଟି ସାଧାରଣ ଭାରତୀୟ ନିହାତି ଭେଟିବାକୁ ଚାହୁଁଛନ୍ତି । ଯାହାର ଝଲକ ମୋଦିଙ୍କ ସମ୍ବୋଧିତ ସଭା ଏବଂ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ । କିଏ…

ପ୍ରତ୍ୟେକ ଦିନ ପିଅନ୍ତୁ ମାଠିଆ ପାଣି, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ଵର: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଏମିତିକି ଅନେକ ସହରରେ ଏବେ ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ପୁଣି ଖରାଦିନ ଆସିବା ମାତ୍ରେ ହିଁ ଲୋକମାନେ ନିଜ ନିଜ ଘରେ ଥଣ୍ଡା ପାଣି ରଖିବାର ବ୍ୟବସ୍ଥା କରନ୍ତି। ଏମିତିକି କିଛି ଲୋକ ଫ୍ରିଜ୍ ଓ ଏସି ମଧ୍ୟ କିଣିବାକୁ ଚିନ୍ତା…

ଆସିବ ନୂଆ ଜଳ ନୀତି: ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପ୍ଲାନ୍‌

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଜଳ ନୀତି ଲାଗୁ କରିବେ ରାଜ୍ୟ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟର ପ୍ଲାନ୍‌ ଆଣିବେ ସରକାର । ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ୧୫ ଲକ୍ଷ ହେକ୍ଟର…

ନା ବନ୍ଧୁକ ନା ଗୁଳି…ଶବ୍ଦ କରିଦେବ ଛଟପଟ

ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସର୍ବିଆରେ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଜନତା । ଗତବର୍ଷ ନିର୍ମାଣ କରାଯାଇଥିବା ନୂଆ ରେଳଷ୍ଟେସନ ଛାତ ଖସିବାରୁ ୧୫ଜଣଙ୍କୁ ମୃତ୍ୟୁ ହେବା ପରେ ସରକାର ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି । ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ…

ମୃତ୍ଯୁର ୧୮ ମାସ ପରେ ଜୀବିତ ଫେରିଲେ ମହିଳା, ଏବେବି ଜେଲରେ ତାଙ୍କ ହତ୍ଯାକାରୀ!

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଦେଢ଼ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ଯେତେବେଳେ କି ପରିବାରବର୍ଗ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିସାରିଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳାଙ୍କ ହତ୍ୟା ପାଇଁ ଚାରି…

ବୈଜୟନ୍ତଙ୍କ ଟ୍ବିଟ୍…ବଢିଗଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢାଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥରୁରଙ୍କ ସହ ସେଲଫି ସହ ସେଥିରେ ଲେଖିଥିବା…

ନିଲମ୍ବିତ PEO ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା: ଗିରଫ ହେଲେ ଦୁର୍ନୀତିଖୋର ନିଲମ୍ବିତ ପିଇଓ । ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥକୁ ଆତ୍ମସାତ କରି ବେଟିଂ ଆପ୍‌ରେ ଲଗାଇଥିଲେ ଦେବାନନ୍ଦ । ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହେଲେ ଦେବାନନ୍ଦ ।…

ନାମ ଲେଖା ପାଇଁ ରାଜ୍ୟରେ କୋହଳ ବୟସ ସୀମା: ‘ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ’

ଭୁବନେଶ୍ବର: କେନ୍ଦ୍ର ଅପେକ୍ଷା ରାଜ୍ୟରେ ନାମ ଲେଖା ବୟସ ସୀମା କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ମାର୍ଚ୍ଚ ୩୧ ନୁହେଁ, ସେପ୍ଟେମ୍ବର ୧ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିବା ଦରକାର । ଏନେଇ ଆଜି ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାଙ୍କ ଆଡମିଶନ…

ହତ୍ଯା ମାମଲାରେ ଗୋଆରୁ ଗିରଫ ଗଜପତିର ବ୍ଯକ୍ତି

ପାଣାଜୀ: ଗୋଆ ଭର୍ନା ଥାନା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଏହି ହତ୍ୟା ଅଭିଯୋଗରେ ଗଜପତି ଜିଲ୍ଲାର ଦୁଇଜଣଙ୍କୁ ଗୋଆରେ ଗିରଫ କରାଯାଇଛି। ମୃତ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଆହତ ଜଣକ ଗଜପତିର ବାସିନ୍ଦା ବୋଲି…