Latest Odisha News

BREAKING NEWS

Yearly Archives

2025

ଆନିମଲ୍ ସିନ ରିକ୍ରିଏଟ୍ କଲେ ଏମଏସ୍ ଧୋନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଧୋନିଙ୍କ ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ଧମାଲ କରୁଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବିଜ୍ଞାପନରେ ଧୋନିଙ୍କୁ ଲମ୍ବା କେଶ ସହ ବଲିଉଡ ଫିଲ୍ମ 'ଆନିମଲ'ର ଏକ…

ଓପୋ ଆଣିଲା iPhone 16 Pro ଲୁକ୍ ର ଫୋନ୍; ମୂଲ୍ୟ ୧୭ହଜାରରୁ କମ୍

ଭୁବନେଶ୍ବର: ଓପୋ ଏକ ସାନଦାର୍ ଫୋନ୍ ଲଞ୍ଚ କରିଛି। ଯାହା ଆଇଫୋନ୍ 16 ପ୍ରୋ ପରି ଦେଖାଯାଉଛି । ଚାଇନିଜ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ ଓପୋ ଏ 5 ପ୍ରୋ ( Oppo A5 Pro) ନାଁରେ ଲଞ୍ଚ ହୋଇଛି । ଏହି ଫୋନରେ 5,800mAhର ଏକ ଦମଦାର ବ୍ୟାଟେରୀ ସହିତ ଅନେକ ସାନଦାର ଫିଚର ଅଛି । ଏହା ବ୍ୟତୀତ ଏହା…

ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍, ତାତି ବଢିଲେ ଛୁଟି ହୋଇପାରେ ଅଙ୍ଗନବାଡି

ଭୁବନେଶ୍ଵର: ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗ୍ରୀଷ୍ଣ ପ୍ରବାହ ଏବଂ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଛାତ୍ରଛାତ୍ରୀମାନେ ଯେଭଳି…

ବଡ ଖବର: ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍‌

ଭୁବନେଶ୍ଵର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍‌ । ଏନେଇ ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ଇସିଜି । ପ୍ରାଥମିକ…

ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ଦ୍ୱନ୍ଦ୍ୱ…

ସୁଭଦ୍ରା ଦ୍ବିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ରାସନ୍‌ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ୨ୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ୧…

ଅତ୍ୟଧିକ ଡିଟକ୍ସ ୱାଟର ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି, ଜାଣନ୍ତୁ ପିଇବାର ସଠିକ୍ ଉପାୟ…

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଚେତନ ହୋଇଗଲେଣି। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସଠିକ୍ ଖାଦ୍ୟ, ବ୍ୟାୟାମ ଏବଂ ଅନେକ ପଦ୍ଧତି ଗ୍ରହଣ କରନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଡିଟକ୍ସ ୱାଟର। ଡିଟକ୍ସ ପାଣି ଶରୀର ପାଇଁ ଅନେକ ଦୃଷ୍ଟିରୁ ଲାଭଦାୟକ। ଏହାର ନାମ ଅନୁଯାୟୀ, ଏହା…

ନା ଦିଲ୍ଲୀ ନା ନାଗପୁର…କେଉଁଠି ରହିଛି ଔରଙ୍ଗଜେବଙ୍କ କବର?

ନୂଆଦିଲ୍ଲୀ: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସମାଧି ଭାଙ୍ଗିବା ଦାବିକୁ ନେଇ ବିରୋଧ ଓ ହିଂସା ଘଟଣା ସାମନାକୁ ଆସିଛି। ତେବେ ସବୁଠୁ ରୋଚକ କଥା ହେଲା, ଔରଙ୍ଗଜେବଙ୍କ କବର ନା ମୋଗଲ ରାଜଧାନୀ ଦିଲ୍ଲୀରେ ରହିଛି ନା ନାଗପୁରରେ । ମହାରାଷ୍ଟ୍ରର ଏକ ଛୋଟ ସହର ଖୁଲଦାବାଦରେ ରହିଛି ଔରଙ୍ଗଜେବଙ୍କ କବର ।…

ଋଷ-ୟୁକ୍ରେନ୍ ଯୁଦ୍ଧର ଦି ଏଣ୍ଡ !

ନୂଆଦିଲ୍ଲୀ: ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା । ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବଡ଼ ନିଷ୍ପତ୍ତି । ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି । ଏଥିରେ ୟୁକ୍ରେନର ଶକ୍ତି ଭିତ୍ତିଭୂମି…

ଭାରତ ତୁଳନାରେ କେତେ ଅଲଗା ପଡୋଶୀ ଦେଶର ରେଳ ଭଡା? ଜାଣନ୍ତୁ…

ନୂଆଦିଲ୍ଲୀ: ରେଳ ଯାତ୍ରା ସର୍ବଦା ସହଜ ଏବଂ ସୁବିଧାଜନକ ଯାତ୍ରାର ଏକ ପ୍ରମୁଖ ମାଧ୍ୟମ ହୋଇଆସିଛି । ବିଭିନ୍ନ ଦେଶରେ, ରେଳ ଭଡ଼ା ସେମାନଙ୍କ ଆର୍ଥିକ ଅବସ୍ଥା, ଇନ୍ଧନ ମୂଲ୍ୟ, ସରକାରୀ ନୀତି ଏବଂ ଯାତ୍ରୀ ସୁବିଧା ଆଧାରରେ ସ୍ଥିର କରାଯାଏ । ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ପଡ଼ୋଶୀ…