Latest Odisha News

BREAKING NEWS

Yearly Archives

2025

ଏହା ହେଉଛି ଭାରତର ପ୍ରଥମ ହାଇବ୍ରିଡ୍ ବାଇକ୍; ଜାଣନ୍ତୁ ପ୍ରାଇସ..

ଭୁବନେଶ୍ବର: ଭାରତରେ ସ୍ପୋର୍ଟ୍ସ ବାଇକ୍ ଦୁନିଆରେ ୟାମାହା ଏକ ବଡ ପଦକ୍ଷେପ ନେଇଛି । କମ୍ପାନୀ ଏହାର ପ୍ରଥମ ହାଇବ୍ରିଡ୍ ମୋଟରସାଇକେଲ୍, 2025 FZ-SFi ହାଇବ୍ରିଡ୍ ଲଞ୍ଚ କରିଛି  । ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୧,୪୪,୮୦୦ ଲକ୍ଷ ଟଙ୍କା (ଦିଲ୍ଲୀ) ରହିଛି । ଏହି ବାଇକ୍ କେବଳ ଉତ୍ତମ…

ସତ ହେବ ଇମ୍ରାନ ଖାନଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ଘଟଣା ପରେ ଦେଶ ବିଭାଜନକୁ ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଭଳି ବଲୁଚିସ୍ତାନ ମଧ୍ୟ ଅଲଗା ହୋଇଯିବା ନେଇ ଅନେକ ବୈଦେଶିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଏବେ ପାକିସ୍ତାନରେ ଯାହା ଘଟୁଛି, ବା ଯାହା ଆଗକୁ ଘଟିବା ନେଇ…

ହାରିବେନି ହିନା: ମାଷ୍ଟରସେଫରେ କହିଲେ, କେମିତି ମିଳିଥିଲା ଚିରନ୍ତନ ପ୍ରେମ..

ମୁମ୍ବାଇ: ହାରିବେନି ହିନା ଖାନ୍ । ମୃତ୍ୟୁ ସହ ପ୍ରତିଦିନ ଲଢୁଥିବା ହିନା ଖାନ୍ ଏବେ ଆଗ ଅପେକ୍ଷା ସୁସ୍ଥ ଜଣାପଡୁଛନ୍ତି । କେବେ ବି ନିଜକୁ ଦୁର୍ବଳ ଭାବିନାହାନ୍ତି ହିନା । ସବୁବେଳେ ସବୁ ପରିସ୍ଥିତିରେ ମୁହଁରେ ବଡ ହସ ରଖି, ନଜର ଆସିଛନ୍ତି ହିନା । ଯେଉଁଥିରେ ତାଙ୍କର ସବୁବେଳେ ବଡ ସମର୍ଥକ…

ହୋଲିରେ ଆକାଶରେ ଦେଖାଯିବ ‘ବ୍ଲଡ଼ ମୁନ୍’

ନୂଆଦିଲ୍ଲୀ: ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ କଣ ଏହି ବ୍ଲଡ଼ ମୁନ୍ ? କେବେ ଆଉ କାହିଁକି ଦେଖା ଯାଇଥାଏ ଏପରି ଦୃଶ୍ୟ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ବ୍ଲଡ଼ ମୁନର ଅର୍ଥ ହେଉଛି ଲାଲ ରଙ୍ଗର ଚନ୍ଦ୍ର ବା…

ମୋବାଇଲ୍ ଡାଟା ସଞ୍ଚୟ କରିବାରେ ସାହାଯ୍ୟ କରେ ହ୍ୱାଟସଆପ୍, ତୁରନ୍ତ ପରିବର୍ତ୍ତନ କରନ୍ତୁ ଏହି ୩ଟି ସେଟିଂ…

ଆପଣ ନିଶ୍ଚୟ ହ୍ୱାଟସଆପ୍ ବ୍ୟବହାର କରୁଥିବେ, କିନ୍ତୁ ଆପଣ କ’ଣ ଜାଣନ୍ତି କି ହ୍ୱାଟସଆପ୍‌ରେ କେବଳ ଗୋଟିଏ ନୁହେଁ ବରଂ ଅନେକ ଉପଯୋଗୀ ଫିଚର ଲୁଚି ରହିଛି? ଆଜି, ଆମେ ଆପଣଙ୍କୁ ଏପରି କିଛି ଉପଯୋଗୀ ଫିଚର୍ସ ବିଷୟରେ କହିବାକୁ ଯାଉଛୁ ଯାହା ହ୍ୱାଟସଆପ ବ୍ୟବହାର କରିବା ସମୟରେ ଆପଣଙ୍କର 'ମୂଲ୍ୟବାନ…

ହୋଲିରେ ମିଶାନ୍ତୁ ଏହି ସ୍ଵାଦିଷ୍ଟ ଥଣ୍ଡାଇ, ଜାଣନ୍ତୁ କିପରି କରିବେ..

ଭୁବନେଶ୍ଵର: 'ଥଣ୍ଡାଇ' ହେଉଛି ଏକ ଏପରି ପାନୀୟ ଜଳ, ଯାହା ବିଭିନ୍ନ କାରଣରୁ ଶରୀରରେ ଉତ୍ପନ୍ନ ଉତ୍ତାପକୁ ଥଣ୍ଡା କରିପାରେ । ଏହା ଏକ ପ୍ରାଚୀନ ଗ୍ରୀଷ୍ମକାଳୀନ ଥଣ୍ଡା ପାନୀୟ । ଖ୍ରୀଷ୍ଟପୂର୍ବ ୧୦୦୦ରୁ ଏହି ପାନୀୟର ପ୍ରଚଳନ ରହିଆସିଛି ବୋଲି ବିଶ୍ୱାସ କରାଯାଏ । ଖରାଦିନେ ଏହାର ଚାହିଦା ବେଶ୍…

୧୬ ଯାଏଁ ସିଭିୟର ହିଟଓ୍ବେଭ୍: ଏହି ସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ରାଜ୍ୟ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୧୬ ତାରିଖ ଯାଏଁ ହିଟଓ୍ବେଭ କଲବଲ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଟପିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।…

‘ଦିୱାନୀୟତ୍‌’ରେ ସୋନମଙ୍କ ଏଣ୍ଟ୍ରି, ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ଫିଲ୍ମ‘ଦିୱାନୀୟତ୍‌’ରେ ଏଣ୍ଟ୍ରି ମାରିଲେ ସୋନମ। ପ୍ରଥମଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ। ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍‌’ରେ ଯୋଡ଼ି ହୋଇଛି। ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ।…

ହୋଲିରେ ଅଘଟଣ, ୬ମହଲାରେ ଲାଗିଲା ନିଆଁ, ୩ ମୃତ

ଅହମଦାବାଦ୍: ଗୋଟେ ପଟେ ହୋଲିର ମାହୋଲ ପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ ସେପଟେ ଗୁଜୁରାଟରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଚିତ୍ର । ଗୁଜୁରାଟ ରାଜକୋଟର ଏକ ହାଇରାଇଜ୍ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂରେ…

ପୁଣି ମାତିଲେ ସାରଥି ଅନୁଗାମୀ, ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି।…