ଆହୁରୀ କଠୋର ହେଲା ନିୟମ: ବିନା ବାୟୋମେଟ୍ରିକ୍ରେ ମିଳିବନି କୌଣସି ସିମ୍ କାର୍ଡ
ନୂଆଦିଲ୍ଲୀ: ସାଇବର ଠକେଇର ବଢ଼ୁଥିବା ଘଟଣାକୁ ରୋକିବା ପାଇଁ ସରକାର ସିମ୍ କାର୍ଡ ସହ ଜଡିତ ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରିଛନ୍ତି। ଡିଜିଟାଲ୍ ଇଣ୍ଟିଗ୍ରିଟି ଭେରିଫିକେସନ୍ ସିଷ୍ଟମ୍ କାର୍ଯ୍ୟକାରୀ କରିବାକୁ ଦୂରସଂଚାର ବିଭାଗ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ନକଲି…