Latest Odisha News

BREAKING NEWS

Yearly Archives

2025

ପ୍ରଥମ ହିନ୍ଦୁ ଭାବେ ଆମେରିକାର ଗୁଇନ୍ଦା ମୁଖ୍ୟ ହେଲେ ତୁଳସୀ ଗବାର୍ଡ

ୱାଶିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ହେଲେ ତୁଳସୀ ଗବାର୍ଡ । ଆମେରିକା କଂଗ୍ରେସର ସେ ପ୍ରଥମ ହିନ୍ଦୁ ସଦସ୍ୟା ଏବଂ କଂଗ୍ରେସକୁ ସେ ନିମ୍ନ ସଦନକୁ ୪ଥର ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକ୍ରମେ ନିଯୁକ୍ତି ପାଇଥିବା…

ବିଶ୍ଵବିଦ୍ୟାଳୟରେ ନାହାଁନ୍ତି ପ୍ରଫେସର, ପଢାଉଛନ୍ତି ଗେଷ୍ଟ ଫ୍ୟାକୋଲ୍‌ଟି

ଭୁବନେଶ୍ଵର: ଗେଷ୍ଟ ଫ୍ୟାକୋଲ୍‌ଟି ଭରସାରେ ଚାଲିଛି ଓଡିଶାର ନାମକରା ବିଶ୍ବବିଦ୍ୟାଳୟମାନ । ୧୭ଟି ବିଶ୍ବବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲ୍‌ଟି ପଢ଼ାଉଛନ୍ତି । ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ମାତ୍ର ସୁରୁଖୁରୁରେ ଚାଲିପାରୁନାହିଁ ଗୃହ କାର୍ଯ୍ୟ । ଦୁଇ ଦୁଇ ଥର ମୁଲତବୀ…

ରାଜ୍ୟରେ ୫୨୮୪ ଭିକାରୀ: ସବୁଠୁ ଅଧିକ କଟକରେ

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛନ୍ତି ଭିକାରୀ । ସବୁଠୁ ଅଧିକ ପୁରୁଣା ରାଜଧାନୀ କଟକରେ ରହିଛନ୍ତି ଭିକାରୀ । ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏନେଇ କିଛି ଏପରି ତଥ୍ୟ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାୟକ ଲକ୍ଷ୍ମଣ ବାଗଙ୍କ ଲିଖିତ ପ୍ରଶ୍ନରେ ସାମାଜିକ ସୁରକ୍ଷା ଓ…

ସୁନାରେ ନିବେଶର ମନ! ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡ ଆଣିଛି ଏହି ଦୁଇ ଇଟିଏଫ

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଖୁବ ଶୀଘ୍ର ଏକ ଲକ୍ଷ ମୂଲ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନାରେ ବିନିଯୋଗ କରିବା ପାଇଁ ଏକ ସହଜ ବିକଳ୍ପ ଖୋଜୁଛନ୍ତି, ତେବେ ୟୁନିଅନ୍ ମ୍ୟୁଚୁଆଲ୍ ଫଣ୍ଡର ଦୁଇଟି ନୂତନ ଗୋଲ୍ଡ ଇଟିଏଫ ବିଷୟରେ…

୧୯ରୁ ୨୧ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା…

ଆସନ୍ତୁ ନଜର ପକାଇବା ଚାମ୍ପିୟନ୍ସ ଟ୍ରଫିର ଇତିହାସ ଉପରେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ୨୦୨୫ ସଂସ୍କରଣ ଫେବୃୟାରୀ ୧୯ରୁ ପାକିସ୍ତାନରେ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପ୍ରାୟ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପୂନର୍ବାର ଆୟୋଜିତ ହେଉଛି…

ଭିଜିଲାନ୍ସ ଜାଲରେ କଲେଜ ଜୁନିଅର କ୍ଲର୍କ, ଛାତ୍ରଙ୍କଠାରୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଲେ ଦେବଗଡ଼ କଲେଜର ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ସେ ଜଣେ ପୂର୍ବତନ ଛାତ୍ର (ଅଭିଯୋଗକାରୀ)ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାଡିଛନ୍ତି। ଅଭିଯୋଗକାରୀ ଏବଂ ଉକ୍ତ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ରଙ୍କ ନଷ୍ଟ ହୋଇଥିବା ମୂଳ…

ମଣିପୁରରେ ରାଷ୍ଟ୍ରପତି ଶାସନ: ଏହାପରେ କ’ଣ ରହିବ ବିଜେପିର ଆଭିମୁଖ୍ୟ?

ଇମ୍ଫାଲ: ମୁଖ୍ୟମନ୍ତ୍ରୀ ପାଇଁ ନୂଆ ନେତା ଦେଇପାରିଲାନି ବିଜେପି । ଶେଷରେ ମଣିପୁର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏନ୍ ବିରେନଙ୍କ ଇସ୍ତଫାର କିଛି ଦିନ ପରେ ଅର୍ଥାତ୍ ଗତକାଲିଠୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯…

ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ଅଡୁଆ ବଢିବାରେ ଲାଗିଛି । ରଣବୀର ଦେଇଥିବା ବିବାଦୀୟ ବୟାନ ସହିତ ଜଡିତ ସମସ୍ତ ମାମଲାର ମିଳିତ ଶୁଣାଣି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଅନୁସାରେ କରାଯିବ ।…

ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର, ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ

ଭୁବନେଶ୍ଵର: ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର । ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ପ୍ରତି ବର୍ଷ…