ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ; କାଲିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ
କଟକ: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଓଡିଶାର କ୍ରିକେଟ୍ ପ୍ରେମୀ।
ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଫେବୃଆରୀ ୨ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ତେବେ ପ୍ରଶଂସକମାନେ ଜିଲ୍ଲା ଆପ୍ ଡାଉନଲୋଡ୍…