ମୋଟର ଯାନ ଫିଟନେସ୍ ପରୀକ୍ଷା ହେବ ତ୍ରୁଟିଶୂନ୍ୟ, ଆସିଲା ଏଟିଏସ ବ୍ୟବସ୍ଥା
ଭୁବନେଶ୍ୱର: ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ)।
ସୂଚନା ଅନୁଯାୟୀ, କଟକ ଆରଟିଓ ଅଧୀନରେ ଏହା ସ୍ଥାପନା ହୋଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ…