ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ମହାକୁମ୍ଭ ମେଳାକୁ ବସ ସେବା ବାତିଲ କରିଛି। ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ।
"ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ", ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ…