Latest Odisha News

BREAKING NEWS

Yearly Archives

2025

ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ

ରାଉରକେଲା: ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ । ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଟିମ୍‌ର ଚଢ଼ାଉ । ବଣାଇ, ଭୁବନେଶ୍ବର, ବାଲେଶ୍ବର ସମେତ ୭ଟି ସ୍ଥାନରେ ଚାଲିଛି ରେଡ୍ । ସୂଚନା…

ମନେ ପଡନ୍ତି ବାପୁ: ମହାତ୍ମା ଗାନ୍ଧୀଙ୍କ ୭୭ତମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ଵର: ଜାତିର ଜନକ ଆମର ପ୍ରିୟ ବାପୁଜୀ। ସାରା ଦେଶ ପାଇଁ ଯେଉଁ ପୁରୁଷ ଦିନେ ସ୍ୱାଧୀନତା ଫେରାଇ ଆଣିଥିଲେ ସେହି ମହାନ ଆତ୍ମାଙ୍କର ଆଜି ହେଉଛି ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ। ୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ ମହାତ୍ମା ଗାନ୍ଧୀ। ଯେଉଁ ମଣିଷ ଦିନେ…

ଆଜିଠୁ ରାଜ୍ୟରେ ଟାଇଁ ଟାଇଁ ଖରା

ଭୁବନେଶ୍ଵର: କମିଲାଣି ଶୀତ, ଆଜିଠୁ ବଢିବ ତାତି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତିର ତାପମାତ୍ରା ବଢିବ । ସେହିପରି ଆଗାମୀ ୫ରୁ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ତାପମାତ୍ରା ୩୪-୩୫ ରହିପାରେ ବୋଲି…

ଶେଷ ହେଲା ଅସଦ ଶାସନ, ସିରିଆର ଅନ୍ତରୀଣ ରାଷ୍ଟ୍ରପତି ହେଲେ ଅହମ୍ମଦ ଅଲ-ଶାରା

ନୂଆଦିଲ୍ଲୀ: ସିରିଆରେ ଗତ ୫୦ ବର୍ଷ ଧରି ଚାଲିଥିବା ଅସଦ ଶାସନର ଅନ୍ତ ହୋଇଛି । ଗତକାଲି ଅହମ୍ମଦ ଅଲ-ଶାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି ଏବଂ ତାଙ୍କୁ ସରକାର ଗଠନ କରିବାର ଦାୟିତ୍ୱ ଦିଆଯାଇଛି । ଏଥସହ ୨୦୧୨ ସମ୍ବିଧାନକୁ ସ୍ଥଗିତ ରଖାଯିବା ସହ ଭାଙ୍ଗିଛି ଅସଦ…

ଉତ୍କର୍ଷ ଓଡିଶା କନକ୍ଲେଭ୍: ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଏୟାର ଇଣ୍ଡିଆ ବିମାନ ଭୁଲରେ ପଠାଇଲା ହାଇଜାକ୍ ହେବାର ସିଗନାଲ୍ ଆଉ ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦ୍ୱାରା ହାଇଜ୍ୟାକ ସିଗନାଲ ପଠାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ୨୭ ଜାନୁଆରୀର । ସେହି ଦିନ, ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ…

ଭୁଲରେ ପାଇଲଟ ପଠାଇ ଦେଲେ ହାଇଜାକ ସିଙ୍ଗନାଲ, ତଦନ୍ତ ଆରମ୍ଭ କରିଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ହାଇଜାକ ହୋଇଯାଇଛି ବୋଲି ବିମାନରୁ ଆସିଲା ସିଙ୍ଗନାଲ । ଆଉ ଏହାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁରକ୍ଷାକର୍ମୀ। ଏମିତିକି ସୁରକ୍ଷାକର୍ମୀ ଏହି ସିଙ୍ଗନାଲ ପାଇବାପରେ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ । ରାଜଧାନୀ ଦିଲ୍ଲୀରୁ ମୁମ୍ୱାଇ ଯାଉଥିବା ଏୟାର ବିମାନରୁ…

କୋକାକୋଲାରେ ମାତ୍ରାଧିକ କେମିକାଲ୍ ଯୋଗୁଁ ଫେରାଇଦେଲା ଏହି ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଥଣ୍ଡା ପାନୀୟ ପାଇଁ ପ୍ରସିଦ୍ଧ କମ୍ପାନୀ କୋକା-କୋଲା ୟୁରୋପର ଅନେକ ଦେଶରେ ଏହାର ପାନୀୟ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, ଏହି ପାନୀୟଗୁଡ଼ିକରେ "କ୍ଲୋରେଟ୍" ନାମକ ଏକ ରାସାୟନିକ ପଦାର୍ଥର ମାତ୍ରା ଅଧିକ ଥିବାରୁ ଏହା କରାଯାଇଛି ।…

କୁମ୍ଭମେଳାରେ ଦଳାଚକଟା ଘଟଣା : କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଭାବବିହ୍ବଳ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୁମ୍ଭମେଳାରେ ଦଳାଚକଟା ଘଟଣାକୁ ନେଇ ଗଭୀର ଦୁଃଖ କରିଛନ୍ତି । କହିଛନ୍ତି, ଘଟଣା ଦୁଃଖଦାୟକ। ମୃତାହତ ଲୋକଙ୍କ ପରିବାର ସହିତ ଆମର ସମବେଦନା ରହିଛି। ମଙ୍ଗଳବାର ରାତିଠାରୁ ବିଭିନ୍ନ ଆଖଡ଼ା ସମିତି, ସ୍ଥାନୀୟ…

ଏକ୍ସପାୟର୍ଡ ଗ୍ଲୁକୋଜ ନେଲା ଶିଶୁର ଜୀବନ; ଡାକ୍ତରଖାନା ଆଗରେ ଧାରଣା ଦେଲେ ପରିବାର ଲୋକେ

ନୂଆଦିଲ୍ଲୀ: ଏକ୍ସପାୟର୍ଡ ଗ୍ଲୁକୋଜ ନେଇଗଲା ଜଣେ ନବଜାତ ଶିଶୁର ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରେ । ସ୍ପେଶାଲ ନ୍ୟୁ ବର୍ଣ୍ଣ ୟୁନିଟ(ଏସଏନସିୟୁ)ରେ ଚିକିତ୍ସିତ ହେଉଥିଲେ ଜଣେ ନବଜାତକ । ଏହି ସମୟରେ ତାଙ୍କୁ ଏକ ଏକ୍ସପାୟର୍ଡ ଗ୍ଲୁକୋଜ ଦେବାରୁ ତାଙ୍କର…