Latest Odisha News

BREAKING NEWS

Yearly Archives

2025

ଆଗ୍ରେସିବ ମୋଡରେ ରାହୁଲ, ଦିଲ୍ଲୀ ରାଜନୀତିରେ ଓଲଟା ଫାଇଟ !

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଦୋସ୍ତି ଆଉ ଏବେ ବିଧାନସଭା ନିର୍ବାଚନରେ କୁସ୍ତି । ଏ ହେଉଛି ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ସମ୍ପର୍କ । ଯେତେବେଳେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଶାସକ ଆମ୍ ଆଦମୀ ପାର୍ଟିକୁ ଘେରୁଥିଲା, ସେତେବେଳେ କଂଗ୍ରେସ ସଫ୍ଟ ପଲିଟିକ୍ସ…

ଟି୨୦ରେ ହାର୍ଦ୍ଦିକଙ୍କୁ କଲବଲ କରୁଛନ୍ତି ସ୍ପିନର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାରମ୍ବାର ସ୍ପିନରଙ୍କ ବିପକ୍ଷରେ ଫେଲ ମାରିଛନ୍ତି ।…

ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏଲିଭେଟେଡ୍ ଡ୍ରାଇଭୱେ ନିର୍ମାଣ କାର୍ଯ୍ୟ…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡିଶା ସରକାର ଷ୍ଟେସନର ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଛନ୍ତି । ଏହି ବିକାଶ ଷ୍ଟେସନର…

ରେଳ ଟ୍ରାକ ଓ ପରିସରରେ ସେଲ୍ଫି ନେଉଥିବା ଲୋକଙ୍କୁ ସଚେତନ କରିବାକୁ ପୂର୍ବତଟ ରେଳପଥର ଅଭିଯାନ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବିପଦ ଜନକ ସ୍ଥାନରେ ସେଲଫି ନେବା କାରଣରୁ ଅନେକ ସମୟରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି । ସେଥିମଧ୍ୟରୁ ଏକ ସ୍ଥାନ ହେଉଛି ରେଳ ପରିସର । ଏଠାରେ ଅନେକ ବିପଦପୂର୍ଣ୍ଣ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି…

ଏମିତି କରନ୍ତୁ, ଶୀଘ୍ର ମିଳିବ ଚାକିରି

ନୂଆଦିଲ୍ଲୀ: ଆଗାମୀ ଦିନରେ ଚାକିରିକୁ ନେଇ ବଡ ପରିବର୍ତ୍ତନ ହୋଇପାରେ। କିଛି ବର୍ଷ ମଧ୍ୟରେ ପ୍ରାୟ ଶେଷ ହେବ ୯ କୋଟିରୁ ଅଧିକ ପଦବୀ। ଭବିଷ୍ୟତକୁ ସୁରକ୍ଷିତ କରିବାର ମାଧ୍ୟମ ହେବ ନୂଆ ଟେକ୍ନୋଲୋଜୀ । ୱାର୍ଲ୍ଡ ଇକୋନୋମିକ ଫୋରମର ଫ୍ୟୁଚର ଅଫ ଜବ ରିପୋର୍ଟ -୨୦୨୫ ରେ ୯ କୋଟି ଚାକିରିର ସଙ୍କଟ…

ଜନାଈରେ ପରେ ଏବେ ମାହିରାଙ୍କ ସହିତ ଯୋଡାଯାଉଛି ସିରାଜଙ୍କ ନାମ

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସିରାଜ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଆଶା ଭୋସଲେଙ୍କ ନାତୁଣୀ ଜନାଈଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିବା ଖବର ପ୍ରକାଶ ପାଇଥିଲା । ତେବେ ସିରାଜ ନିଜେ ଏ ସମ୍ପର୍କରେ ମୁହଁ ଖୋଲିବା ସହ ଜନାଈଙ୍କୁ ତାଙ୍କ ଭଉଣୀ ବୋଲି କହିଥିଲେ । ଏହା ପରେ…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ନକ୍ସଲ

ନାରାୟଣପୁର: ଛତିଗଡ ପୋଲିସକୁ ବଡ଼ ସଫଳତା। ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ…

ସଫ୍ଟ ଡ୍ରିଂକ ପିଉଛନ୍ତି କି ? ହୋଇପାରେ ଘାତକ

ନୂଆଦିଲ୍ଲୀ:  ଆପଣ କୌଣସି ବାହାର ସ୍ଥାନକୁ ବୁଲିବାକୁ ଗଲେ ଆପଣଙ୍କ ପ୍ରଥମ ପ୍ରସନ୍ଦ ହୁଏ ସଫ୍ଟ ଡ୍ରିଂକ। ଏହା ସହ କିଛି ଲୋକ ସଫ୍ଟ ଡ୍ରିଂକ ପିଇବାକୁ ବହୁତ ପସନ୍ଦ କରନ୍ତି। ସେମାନେ ପ୍ରତିଦିନ ଅଧିକ ପରିମାଣରେ ଏସବୁ ପିଉଥିବାର ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଅଜାଣତରେ…

ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା। ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେବେ ଆଗାମୀ…

ରଣଜୀ ଟ୍ରଫି: କୋହଲି ୪ ନମ୍ବର ସ୍ଥାନରେ କରିବେ ବ୍ୟାଟିଂ

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଗୁରୁବାର ସେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ । କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ଦଳର ଅଧିନାୟକ ଆୟୂଷ ବଦାନୀ ସ୍ପଷ୍ଟ କରିଛନ୍ତି । ଫର୍ମରେ ନ ଥିବା ଜଂଟି…