Latest Odisha News

BREAKING NEWS

Yearly Archives

2025

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା, ୧୦ ମୃତ ଆଶଙ୍କା

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ବଡ ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଏପରି ଦଳାଚକଟା ପରିସ୍ଥିତି ଉପୁଜିଛି…

ଶବାସନ କଲେ ମଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଶବାସନ କଲେ ଆପଣ ଶରୀରର ସମସ୍ତ କ୍ଳାନ୍ତି ଦୂର ହୋଇଥାଏ । ବିଧି ପ୍ରଥମେ ଯୋଗ ମ୍ୟାଟ ବିଛେଇ ବସିଯାଆନ୍ତୁ । ଏହାପରେ ପିଠି ମାଡ଼ି ଶୋଇପଡନ୍ତୁ ଏବଂ ଆଖି ବନ୍ଦ କରନ୍ତୁ ।  ଉଭୟ ଗୋଡକୁ ଅଲଗା ରଖନ୍ତୁ । ଉଭୟ ହାତ ଶରୀରଠାରୁ ଟିକିଏ…

ରଦ୍ଦ ହେବ କି ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ?

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବଜେଟ ଅଧିବେଶନ। ଚଳିତମାସ ୩୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ସବୁ ବର୍ଗର ଲୋକେ ବଜେଟ ଉପରେ ନଜର ରଖିଛନ୍ତି । ସରକାର…

ଆସିଲା ରଥକାଠ; ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆଜିଠୁ ପ୍ରଥମ ପ୍ରକ୍ରିୟା ଆରମ୍ଭ

ପୁରୀ: ଆସନ୍ତା ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଯେଉଁଥିପାଇଁ ଆଜିଠାରୁ ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ତିନୋଟି ଟ୍ରକରେ ୧୦୧ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ୧୦୧ ଖଣ୍ଡ କାଠ ମଧ୍ୟରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ରହିଛି।…

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ମାନିଲା ଗୁଗୁଲ ମ୍ୟାପ, ଗୋଟିଏ କଥାରେ ବଦଳିଗଲା ସ୍ଥାନର ନାଁ

ନୂଆଦିଲ୍ଲୀ: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆକ୍ସନ୍ ମୋଡକୁ ଆସିଛନ୍ତି। ଶପଥ ନେବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଡୋନାଲ୍ଡ ଟ୍ରମ୍ପ ଦେଶର ଅନେକ ସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରିବାକୁ…

ଟି୨୦: ବିଜୟ ସହ ସିରିଜରେ ରୋମାଂଚ ଭରିଲା ଇଂଲଣ୍ଡ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୧ ରୋମାଂଚକ ସ୍ଥିତିକୁ ଆସିଯାଇଛି । ପ୍ରଭାବୀ ବୋଲିଂ ପ୍ରଦର୍ଶନ ସତ୍ୱେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ସିରିଜ ବିଜୟ ସୁଯୋଗ ହାତଛଡା କରିଥିଲା । ପ୍ରଥମେ…

ମଣିଷ ଦେହରେ ବିରଳ ରକ୍ତ, ଅମର କରିଦେଉଛି ଏହି ବଲ୍ଡ ଗ୍ରୁପ୍ !

ନୂଆଦିଲ୍ଲୀ: ମଣିଷ ଦେହରେ ରହିଛି ସୁନାର ରକ୍ତ । ଯାହା ଏତେ ମୂଲ୍ୟବାନ ଓ ବିରଳ ଯେ ଦୁନିଆର ମାତ୍ର ୪୫ ଜଣଙ୍କ ପାଖରେ ରହିଛି ଏରି ରକ୍ତ । ଆଉ ଏହି ରକ୍ତ କୁଆଡ଼େ ଅମର ବି କରିପାରେ । ଆସନ୍ତୁ ଜାଣିବା କ’ଣ ଏହି ସୁନାର ରକ୍ତ ? କେଉଁଠି ଦେଖାଯାଏ… ମେଡିକାଲ ସାଇନ୍ସ କହୁଛି, ମାନବ ଶରୀରରେ ଆଠ…

ସମାଜସେବୀ ଦୁର୍ଯୋଧନ ପ୍ରଧାନଙ୍କ ପରଲୋକ

ସାତପଡା : ପୁରୀ ଜିଲ୍ଲା ସାତପଡ଼ାର ବିଶିଷ୍ଟ ସମାଜସେବୀ ତଥା ସାମାଜିକ ନ୍ୟାୟର ଅଗ୍ରଣୀ ବ୍ୟକ୍ତିତ୍ବ ଦୁର୍ଯ୍ୟୋଧନ ପ୍ରଧାନଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ଜାନୁଆରି ୨୭ ତାରିଖରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।…

ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋଡ୍

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ସବୁବେଳେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଡ୍ରେସ କୋଡ୍ ଲାଗୁ କରାଯାଇଛି। ସାରା ଦେଶରୁ ଭକ୍ତମାନେ ସିଦ୍ଧିବିନାୟକ ମନ୍ଦିରକୁ ଭଗବାନ  ଗଣେଶଙ୍କ ଦର୍ଶନ ପାଇଁ ଆସିଥାନ୍ତି।…

ଗାଜା ସୀମାରେ ମୁକ୍ତିର ଆନନ୍ଦ, ଭାବ ବିହ୍ବଳ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ : ଯେତେବେଳେ ଜଣେ ଶତ୍ରୁ ଦେଶରୁ ନିଜ ଦେଶକୁ ଆସିଯାଏ...ଯେତେବେଳେ ଜଣେ ଯୁଦ୍ଧର ରକ୍ତପାତ ଭିତରେ ନୂଆ ଜୀବନ ପାଏ..ସେତେବେଳେ କେମିତି ଥାଏ ଦୃଶ୍ୟ। ଯୁଦ୍ଧ ବିଭୀଷିକାରେ ସାମୟିକ ବିରତି ଲାଗିବା ପରେ ଗାଜା ସୀମାରୁ ଆସୁଛି ଭାବବିହ୍ବଳ ପରିବେଶ । ଅସ୍ତ୍ରବିରତି ପରେ ଖୋଲିଛି ଗାଜା…