Latest Odisha News

BREAKING NEWS

Yearly Archives

2025

ନିଜ ଘରେ କିମ୍ବା ଗାଡିରେ ବ୍ୟବହାର କରିପାରିବେନି ଏହି ପ୍ରତୀକ, ନଚେତ୍ ଯାଇପାରନ୍ତି ଜେଲ୍

ଅନେକ ସମୟରେ ସୂଚନା ଅଭାବରୁ ଲୋକମାନେ ବଡ଼ ଆଇନଗତ ଅପରାଧ କରନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ସେମାନଙ୍କ ଗାଡ଼ି ଆଗରେ କିମ୍ବା ପଛରେ ଜାତୀୟ ପତାକା ଲଗାଇ ବୁଲନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ସାଧାରଣ ଲୋକଙ୍କ ଘର କିମ୍ବା ଯାନରେ ଜାତୀୟ ପ୍ରତୀକ ବ୍ୟବହାର କରିପାରିବେ ନାହିଁ।…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ରାଉରକେଲା: ଝାଡ଼ଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର, ଆଉ କିଛି ଆହତ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟି ଇନ୍‌ସାସ୍‌ ରାଇଫଲ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ…

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ତାଗିଦ୍ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଦରମା ବନ୍ଦ କରିଛି ବିଭାଗ । କାପା ପୋର୍ଟାଲରେ କଲେଜ ଆକାଉଣ୍ଟ…

କଂଗ୍ରେସ ନେତାଙ୍କ ଘରୁ ଚୋରି ମାମଲା, ଚିନ୍ତା ପ୍ରକଟ କଲେ ବିରୋଧି ନେତା

ଭୁବନେଶ୍ଵର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଗତକାଲି ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ସହ ବର୍ତ୍ତମାନ ଲୋକେ ଭୟରେ ବସବାସ କରୁଛନ୍ତି ବୋଲି…

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ସାବିତ୍ରୀ ବେଶରେ ଦର୍ଶନ ଦେବେ ମା’ ବିରଜା

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ବ୍ୟାବସାୟିକ ଭିତ୍ତିରେ ଏମୁ ଚାଷ

ଭୁବନେଶ୍ବର: ଏମୁ ପକ୍ଷୀର ଅଣ୍ଡା,ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି । ଅଷ୍ଟ୍ରେଲିଆରୁ ଜାତ ଏହି ପକ୍ଷୀଉଡିପାରେ…

ମହାକୁମ୍ଭ ଅଘଟଣ: ସ୍ଥିତି ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥା ହେଲେ ମୋଦୀ । ଏକ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଯୋଗୀଙ୍କ ସହ କଥା ହେଲେ ମୋଦୀ । ଯୋଗୀଙ୍କ ସହ କଥା ହୋଇ ସ୍ଥିତି ସଂପର୍କରେ…

ଚେନ୍ ବେଲ୍ଟ ଫେସନ

ଭୁବନେଶ୍ବର: ଅଣ୍ଟା ପତଳା ଦେଖାଯିବା ପାଇଁ ଅଣ୍ଟାରେ ଚେନ୍ ବେଲ୍ଟ ଫେସନକୁ ଆପଣାଇ ଦେଇଛନ୍ତି । ତେବେ ଏହି ଚେନ୍ ବେଲ୍ଟ ଡିଜାଇନର ଡ୍ରେସ ଓ ଶାଢିରେ ପିନ୍ଧୁଛନ୍ତି । ଏବେ ଚେନ୍ ବେଲ୍ଟ ଫେସନରେ ରହିଛି । ଆପଣ ଏହି ଷ୍ଟାଇଲ ଆପଣାଇ ନିଜର ଲୁକ୍ ରେ ଚାରଚାନ୍ଦ ଲଗାଇ ପାରିବେ । - ଓ୍ବାନପିସ୍ ,…

ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ହେଲା ଐତିହାସିକ ଉତକ୍ଷେପଣ । ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଲା ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩…

ପଛୁଆ ଚାଲିଲେ ହାର୍ଟ ରହେ ସୁସ୍ଥ

ଭୁବନେଶ୍ବର : ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ । ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି  ପ୍ରମାଣିତ କରିଛନ୍ତି । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା…