ସୁଭଦ୍ରା ପୋର୍ଟାଲରେ ନୂଆ ସୁବିଧା, ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଆବେଦନର ସୁଯୋଗ
ଭୁବନେଶ୍ୱର: ‘ସୁଭଦ୍ରା’ରୁ ଅପଟ ଆଉଟ ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ଭୁଲରେ ଅପଟ୍ ଆଉଟ ହୋଇଯାଇଥିଲେ ହିତାଧିକାରୀ ପୁଣିଥିରେ ଲଗ୍ ଇନ୍ କରି ନେଇପାରିବେ ସୁବିଧା। ଏଥିପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି। ‘ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା ନେଇ ଉପମୁଖ୍ୟମନ୍ତ୍ରୀ…