Latest Odisha News

BREAKING NEWS

Yearly Archives

2025

ଏହି ୱେବସାଇଟରେ ରହିଛି ସମସ୍ତ ସରକାରୀ ଯୋଜନାର ବିବରଣୀ , ଆବେଦନ ଠାରୁ ଲାଭ ପର୍ଯ୍ୟନ୍ତ ପ୍ରତ୍ୟେକ ସୂଚନା ମିଳିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତ ସରକାର ସାଧାରଣ ନାଗରିକଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଉପକୃତ ହେବା। କିନ୍ତୁ ଏହି ଯୋଜନାଗୁଡିକ ବିଷୟରେ ସୂଚନା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ନଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ୱେବସାଇଟ୍…

କଂଗ୍ରେସର ହାତ ଛାଡ଼ିଲେ ଅଖିଳେଶ, ମମତା ଓ ଉଦ୍ଧବ ! କହିଲେ ଦିଲ୍ଲୀରେ ଆସୁ ଆପ୍ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଆହୁରି ଜୋରଦାର ହେଉଛି ନିର୍ବାଚନ ପ୍ରଚାର। କଂଗ୍ରେସ ସମେତ ଆପ ଓ ବିଜେପି ନିଜ ନିଜର ରଣନୀତି ନେଇ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡାଆ ମେଣ୍ଟରେ ଥିବା ନେତାଙ୍କ ବୟାନ।…

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ…

ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ କିପରି ଯାଞ୍ଚ ହେବ ପିଲାଙ୍କ ବୟସ…

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିକଟରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ (DPDP) ନିୟମ ପାଇଁ ଡ୍ରାଫ୍ଟ ନିୟମ ପ୍ରକାଶ କରିଛି। ଉକ୍ତ ଡ୍ରାପ୍ଟକୁ ନେଇ ବର୍ତ୍ତମାନ ଲୋକଙ୍କ ମତାମତ ନିଆଯାଉଛି। ଏହି ଡ୍ରାଫ୍ଟ ନିୟମ ଅନୁଯାୟୀ ଏବେ ୧୮ ବର୍ଷରୁ…

ଆମେରିକାର ଅଂଶ ହୋଇଯିବ କାନାଡ଼ା ? ଟ୍ରମ୍ପଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଏବେ କାନାଡ଼ା ଉପରେ। ପୂର୍ବରୁ କାନାଡ଼ାକୁ ଆର୍ଥିକ ଶକ୍ତି ଆଧାରରେ ଆମେରିକାର ଏକ ଅଂଶ କରିବାକୁ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଥିଲେ। ଆଉ  ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଏବଂ ଆମେରିକାର ଏକ…

ରୋହିତ, ବିରାଟ ଆଉ କେତେ ଦିନ ଟିମ ସହିତ ରହିବେ ଖୁଲାସା କଲେ ଗାଭାସ୍କର

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବୋର୍ଡ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏହି ଦୁଇ ମହାନ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି…

ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌

ଭୁବନେଶ୍ଵର: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌ । ଢେଙ୍କାନାଳ, ହିନ୍ଦୋଳ ଓ ଭୁବନେଶ୍ବରରେ ରେଡ୍‌ କରୁଛି ଇଡି । ରତ୍ନାକରଙ୍କ ଢେଙ୍କାନାଳ ଘର ଓ ଫାର୍ମହାଉସରେ ଇଡିର ଚଢାଉ ଜାରି ରହିଛି । ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା ସହ ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ କରୁଛି ଇଡି…

ଚୀନକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, ଧରିଲା ଡିଆରଆଇ

ପାଟନା : ଭାରତରୁ ଚୀନକୁ ଚାଲାଣ ହେଉଛି ମଣିଷ କେଶ। ଦକ୍ଷିଣ ଭାରତର କିଛି ମନ୍ଦିରରୁ ଚୋରି କରାଯାଇ ଭାୟା ବିହାର ହୋଇ ନେପାଳ ରାସ୍ତାରେ ଚୀନକୁ ଚୋରା ଚାଲାଣ ହେଉଛି ମଣିଷ କେଶ। ଏବେ ଏହି ରାକେଡକୁ ଧରିଛି ଡାୟରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜନ୍ସ (ଡିଆରଆଇ) । ପଶ୍ଚିମବଙ୍ଗର ଦୁଇ ଚୋରା…

ଚାକିରି ପାଇଁ ଠକେଇ ମାମଲା, ସମସ୍ତ ମାମଲାରେ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର: ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଜି ୩ଟି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ । ଟାଟାରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି…