ମହାକୁମ୍ଭରେ ନିଆରା ସାଧୁ; କାହା ପାଖରେ ଲାପଟପ୍, ଆମ୍ବାସଡର ଗାଡି଼, ଆଉ ନଖ…
ପ୍ରୟାଗ: ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନନ୍ୟ ସାଧୁମାନେ ପହଞ୍ଚିଛନ୍ତି। ତେବେ ଏଠାକୁ ଆସିଥିବା ବାବା ମାନଙ୍କ ଭିନ୍ନଭିନ୍ନ ଅନ୍ଦାଜ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
* କମ୍ପ୍ୟୁଟର ବାବା ଦାସ ତ୍ୟାଗୀ ନାମକ…