Latest Odisha News

BREAKING NEWS

Yearly Archives

2025

ଦକ୍ଷିଣ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି: ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

ଭୁବନେଶ୍ୱର: ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ…

‘ଇଚ୍ଛା ହେଲା ମାରିଦେଲି’, ଡ୍ରାଇଭରର ବୟାନରେ ପୋଲିସର ଅକଲ ଗୁଡୁମ୍

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ…

ଆରମ୍ଭ ହୋଇଛି କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ଉପରେ କଟକଣା

ଅନୁଗୁଳ: ସାତକୋଶିଆରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏଥିପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ ୧୯ ଓ ୧୮ରେ ପକ୍ଷୀ ଗଣନା କରାଯିବ । କୁମ୍ଭୀର ଗଣନା ଆସନ୍ତା ୮ ତାରିଖ…

ଆଜିଠାରୁ କମିବ ଶୀତ, ଅସ୍ତବ୍ୟସ୍ତ କରିବ ଘନ କୁହୁଡି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ସେପଟେ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇ ରହଛି ପୁରୀ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିର । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି । ଆଗକୁ ୫୦…

ଘରର ଏହି ଦିଗରେ ଏକ ପିତ୍ତଳ କଇଁଛ ରଖନ୍ତୁ, ହେବ ଧନ ଲାଭ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ । ଯେଉଁଥିରେ କିଛି ଜିନିଷ,ଦିଗ ଏବଂ ସ୍ଥାନର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଏକ ପିତ୍ତଳ କଇଁଛ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଏହା ସଠିକ୍ ଦିଗରେ ରଖାଯାଏ ସେତେବେଳେ ହିଁ ଏହା ଲାଭ…

ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ, ୪୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଗାଡ଼ି ଉପରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ । ୫ ବସ୍ ଓ ୭ ସେନା ଗାଡ଼ିକୁ ଟାର୍ଗେଟ କରି କରାଯାଇଛି ଏହି ଆତ୍ମଘାତୀ ବିସ୍ଫୋରଣ । ତୁର୍ବାଟ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ୪୭ ମୃତ, ୩୦ରୁ ଅଧିକ ଗୁରୁତର ଥିବା…

ଫିଟ୍ ରହିବାକୁ ସାଇକେଲକୁ କରନ୍ତୁ ନିଜର ସାଥୀ..

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ.. -ଯଦି ଆପଣ ପ୍ରତିଦିନ ୩୦…

‘ଓଡ଼ିଶାକୁ ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ତା’ର ସ୍ଥାନ ମିଳୁ’

ଭୁବନେଶ୍ବର: ମନି ମ୍ୟାଟର୍ସର ଦ୍ବିତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଛି । ଓଡ଼ିଶାର ଜିଡିପି ହାର ରାଷ୍ଟ୍ରୀୟ ଜିଡିପି ହାରଠୁ ଅଧିକା ଆଉ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି । ଏହା ହିଁ ହେଉଛି ଏଭଳି କନକ୍ଳେଭ କରିବାର ଉପଯୁକ୍ତ ସମୟ ବୋଲି ଡିଜିଟାଲ ପ୍ଲାଟଫର୍ମ ନିଉଜରୁମ ପକ୍ଷରୁ…

ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍, ସୋସିଆଲ ମିଡିଆରେ ଲୋକେ କହିଲେ…

ନୂଆଦିଲ୍ଲୀ : ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍ । ତାମିଲନାଡୁର ଜମେ ଗୁପଚୁପ ବିକାଳିଙ୍କୁ ଏହି ନୋଟିସ୍ ଜାରି ହୋଇଛି । ଜିଏସଟି ଆଇନର ଧାରା ଧାରା ୭୦ ଅନୁସାରେ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଗତବର୍ଷ ସଂପୃକ୍ତ ଗୁପଚୁପ ବିକାଳି ୪୦ ଲକ୍ଷ ଟଙ୍କା ରୋଜଗାର କରିଥିବା କାରଣରୁ…

ଟିମ ଇଣ୍ଡିଆ ପାଇଁ ଗମ୍ଭୀର ନୁହନ୍ତି ତ ବଡ ସମସ୍ୟା

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଆଲୋଚନା ସବୁଠାରେ ଚାଲିଛି । ତେବେ ନିକଟ ଭବିଷ୍ୟତରେ ଭାରତର ଖରାପ ପ୍ରଦର୍ଶନ ପାଇଁ କୋଚ ଗୌତମ ଗମ୍ଭୀର କଣ ଦାୟୀ ନୁହନ୍ତି କି ? ବର୍ଡର-ଗାଭାସ୍କର ଟ୍ରଫିରେ କୋଚ ଏବଂ ଅନ୍ୟ ଷ୍ଟାଫଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ରହି ନାହିଁ ।…