ବିହାରରେ ଆହୁରି ତୀବ୍ର ହେଉଛି ଆନ୍ଦୋଳନ, ଅନଶନରେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ : BPSC ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ଏବଂ ସାନି ପରୀକ୍ଷା ଦାବିରେ ବିହାରରେ ଜାରି ରହିଥିବା ଛାତ୍ର ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି । ପାଟନା ଗାନ୍ଧି ମୈଦାନରେ ଶହ ଶହ ଛାତ୍ରଛାତ୍ରୀ ଧାରଣାରେ ଏବେ ବି ବସିଛନ୍ତି । ପ୍ରଗତି ଯାତ୍ରାରେ ବ୍ୟସ୍ତ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ…