Latest Odisha News

BREAKING NEWS

Yearly Archives

2025

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀଙ୍କ ଜୀବନଶୈଳୀ ଦେଖିବେ ରାଜଧାନୀବାସୀ

ଭୁବନେଶ୍ଵର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା । ଭୁବନେଶ୍ବରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା । ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି…

ବୋଲିଂରେ କମାଲ କରୁଛନ୍ତି ସେହ୍ୱାଗଙ୍କ ସାନ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟିଂ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏବେ ତାଙ୍କର ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତ ଧିରେ ଧିରେ ସେମାନଙ୍କ ପାଦ ଥାପୁଛନ୍ତି । ନିକଟରେ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫିରେ…

ଟ୍ରଫି ଦେବା ବେଳେ ଗାଭାସ୍କରଙ୍କୁ ଡାକିଲେନି, ଲିଟିଲ ମାଷ୍ଟର ଦୁଃଖୀତ

ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ଜିତି ନେଇଛି । ତେବେ ପୁରସ୍କାର ବିତରଣ ଉତ୍ସବରେ ଆୟୋଜକ ଦେଶଙ୍କ ବ୍ୟବହାର କ୍ରିକେଟପ୍ରେମୀଙ୍କୁ ପସନ୍ଦ ଆସିନି । ଟ୍ରଫି ପ୍ରଦାନ ବେଳେ ଆଲାନ ବର୍ଡରଙ୍କୁ ଏକାକୀ ଡକା ଯାଇଥିଲା । ସେ ନିଜ ଦେଶର ଖେଳାଳିଙ୍କୁ ଟ୍ରଫି ପ୍ରଦାନ…

ଜାଣତ କିମ୍ବା ଅଜାଣତରେ ରାତିରେ ଅନୁସରଣ କରୁଛନ୍ତି କି ଏହି ଅଭ୍ୟାସ? ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ବିପଦ

ଦୈନନ୍ଦିନ ଜୀବନରେ ଅନୁସରଣ କରାଯାଉଥିବା କିଛି ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବା ଆରମ୍ଭ କରେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଅବଗତ ନୁହଁନ୍ତି। ଯଦି ଆପଣ ମଧ୍ୟ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ରାତିରେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍।…

ରୋହିତ-କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମୁହଁ ଖୋଲିଲେ ଗମ୍ଭୀର

ସିଡନୀ: ଭାରତ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ମଧ୍ୟ ଭାରତ ବାଦ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ଜୋର ଦେଇଛନ୍ତି । ରୋହିତ ଶର୍ମା ଓ ବିରାଟ…

ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ

ପୁରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ…

ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କଡା କାର୍ଯ୍ୟନୁଷ୍ଠାନ

ପୁରୀ: ଖଜା ମହାପ୍ରସାଦ ନୁହେଁ । ବଡଦାଣ୍ଡରେ ଖଜାକୁ ମହାପ୍ରସାଦ କହି ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ । ଏଭଳି କାର୍ଯ୍ୟରୁ ଖଜା ବ୍ୟବସାୟୀ ନିବୃତ୍ତ ରୁହନ୍ତୁ । ଶ୍ରୀମନ୍ଦିର ବାହାରେ ଏହାକୁ ମହାପ୍ରସାଦ କହି ବିକ୍ରି ହେବା ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

ଷ୍ଟାଇଲିସ୍‌ ଲୁକ୍ ପାଇଁ ସାଲ୍ କୁ ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ପ୍ରବଳ ଥଣ୍ଡାରୁ ରକ୍ଷାକରେ ସାଲ୍ । ଆଜିର କଥା ନୁହେଁ କେତେ ପିଢି ତଳୁ ସାଲ୍ ଫ୍ୟାସନ ଚାଲିଆସିଛି, ଆଗକୁ ମଧ୍ୟ ଚାଲିବ । ସାଲ୍ ଆଜିର ଯୁବପିଢିଙ୍କ ମଧ୍ୟରେ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛି । ସାଲ୍ ଷ୍ଟାଇଲିସ୍‌ ଲୁକ୍ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସାଲ୍ କୁ କିପରି…

ଚେଇଁ ଶୋଇଛି ବନବିଭାଗ, ଖୋଲାଖୋଲି ମାରି ଖାଉଛନ୍ତି କଇଁଛ

ଭୁବନେଶ୍ବର: କ୍ରୁରତାର ଚରମ ସୀମାରେ ପହଞ୍ଚିଗଲାଣି ଆଜିର ମଣିଷ । ପାଟିର ଟିକିଏ ସ୍ବାଦ ପାଇଁ ନିରୀହ ଜୀବଙ୍କୁ ବଳି ପକାଇବାକୁ ବି ପଛାଉନାହିଁ । କଇଁଛ ଭଳି ସଂରକ୍ଷିତ ସରିସୃପକୁ ମାରି ଖାଉଛି । ଶୀକାର କରି, ରୋଷେଇ କରି ଖାଲି ଯେ ତାକୁ ଖାଉଛୁ ତାହା ନୁହେଁ, ଖୁଲମଖୁଲା ଭାବେ ପୂରା…

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା…