Latest Odisha News

BREAKING NEWS

Yearly Archives

2025

ତିନି ତିନୋଟି ଯୁଦ୍ଧ ଲଢିଥିବା ଇସ୍ରାଏଲର ସେନା ମଧ୍ୟରେ ବଢୁଛି ଆତ୍ମହତ୍ଯା ପ୍ରବଣତା! 

ଜେରୁଜେଲମ: ୨୦୨୪ ମସିହାରେ ଇସ୍ରାଏଲ ଯୁଦ୍ଧରେ ଲିପ୍ତ ରହିଥିଲା। ନୂତନ ବର୍ଷରେ ମଧ୍ଯ ଇହୁଦୀ ଦେଶ ବିରୋଧରେ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୩ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ଶତ୍ରୁ ଦେଶ ଉପରେ ବର୍ଷିଥିଲା। ପ୍ରଥମେ ହମାସ୍, ତାପରେ ଲେବାନନ୍ ଏବଂ…

କୋଟ ଏବଂ ଜ୍ୟାକେଟକୁ ଏପରି ସଫା କଲେ ନଷ୍ଟ ହୁଏ ନାହିଁ…

ଭୁବନେଶ୍ବର:ଶୀତ ଦିନ ହେଲେ ଜ୍ୟାକେଟ ଏବଂ କୋଟ ପିନ୍ଧିଥାଉ । ଏହା ଶରୀରକୁ ଶୀତରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଆପଣ ବଜାରରେ ଅନେକ ପ୍ରକାରର କୋଟ୍ ଏବଂ ଜ୍ୟାକେଟ୍ ପାଇବେ । ଆମେ ସବୁବେଳେ ଜ୍ୟାକେଟ୍ ଏବଂ କୋଟ୍ ଧୋଇ ନଥାଉ, କାରଣ ଶୀଘ୍ର ନଷ୍ଟ ହୋଇଯିବ । ଏପଟେ ଜ୍ୟାକେଟ୍ ଏବଂ କୋଟ୍…

ପୁରୀ ଯାଇ ସପରିବାର ସହ ଜଗନ୍ନାଥଙ୍କୁ ଦର୍ଶନ କଲେ ନୂଆ ରାଜ୍ୟପାଳ

ପୁରୀ: ଆସନ୍ତାକାଲି ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି । ସେନେଇ ଆଜି ଅପରାହ୍ନ ୩ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ।…

ଗଣତନ୍ତ୍ର ଦିବସ ୨୦୨୫ ପରେଡରେ କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ଚଳିତ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର…

ବରଗଡ ରୋଡ୍-ନୂଆପଡା ରୋଡ୍ ନୂଆ ରେଳ ଲାଇନ; ମହତ୍ୱପୂର୍ଣ୍ଣ ସୁବିଧା ପ୍ରଦାନରେ ସହାୟକ ହେବ

ଭୁବନେଶ୍ୱର: ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖିଛି । ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂଆ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରିରଖିଛି । ଏହି ପ୍ରକଳ୍ପ ଦ୍ବାରା ରେଳ…

କୋହଲିଙ୍କୁ ମିଳିବ କି ପୂନର୍ବାର ଟେଷ୍ଟ ଅଧିନାୟକ ଦାୟିତ୍ୱ

ସିଡନୀ: କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମାଙ୍କ ମିଳିତ ପ୍ରଦର୍ଶନ ଉପରେ ବିସିସିଆଇ ଅସନ୍ତୁଷ୍ଟ । ଟିମ ଇଣ୍ଡିଆକୁ ସଫଳତାର ଧାରାକୁ ଫେରାଇ ଆଣିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇପାରେ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଟେଷ୍ଟ…

ଭୁବନେଶ୍ୱରରୁ ନକଲି ସିମେଣ୍ଟ କାରଖାନା ଠାବ

ଭୁବନେଶ୍ୱର: ଭୁବନେଶ୍ୱରରୁ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନାମୀଦାମୀ କମ୍ପାନୀର ପ୍ୟାକେଟକୁ ବ୍ୟବହାର କରି ଏହି କାରବାର ଚାଲିଥିଲା। ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ। ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ଏହା ଚାଲାଣ ହେଉଥିବା…

ପୋଷ୍ଟଅଫିସର ଟଙ୍କା ଡବଲ ସ୍କିମ; ନୂତନ ବର୍ଷରେ ଏଠାରେ କରନ୍ତୁ ନିବେଶ

ଭୁବନେଶ୍ବର: ନବ ବର୍ଷର ଆରମ୍ଭ ସହିତ, ଲୋକମାନେ ନିବେଶ କରିବା ଆରମ୍ଭ କରିଛନ୍ତି । ଲୋକମାନେ ନିରାପଦ ନିବେଶ ଚାହୁଁଛନ୍ତି, ସେମାନେ ସରକାରୀ ଯୋଜନାରେ ବିନିଯୋଗ କରୁଛନ୍ତି, ଯେଉଁଠାରେ ସ୍ଥିର ରିଟର୍ଣ୍ଣ  ରହିଥାଏ । ଆଜି ଆମେ ଆପଣଙ୍କୁ ଡାକ ବିଭାଗର ଏକ ଯୋଜନା ବିଷୟରେ କହୁଛୁ ଯେଉଁଠାରେ…

ସିଡନୀ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସସ୍ପେନ୍ସ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳାଯିବ । ୨-୧ରେ ପଛୁଆ ଥିବା ଟିମ ଇଣ୍ଡିଆ ବିଜୟ ସହ ସିରିଜ ଡ୍ର ରଖିବାକୁ ଚାହିଁବ । ତେବେ ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବେ କି ନାହିଁ ତାହା ଏକ ସସ୍ପେନ୍ସ ରହିଛି । କୋଚ ଗୌତମ ଗମ୍ଭୀରଙ୍କୁ ରୋହିତଙ୍କ…

ଆପଲ୍‌କୁ ମାତ୍ ଦେବ ଚାଇନା କମ୍ପାନୀ, ପ୍ରସ୍ତୁତ କରୁଛି ଏକ ମାଷ୍ଟରପ୍ଲାନ୍

ସ୍ମାର୍ଟ ୱାଚ୍ ବଜାରରେ ଆପଲ୍କୁ ପରାସ୍ତ କରିଥିବା ଚାଇନାର କମ୍ପାନୀ ହୁଆୱି (Huawei)ଆଉ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି। ବର୍ତ୍ତମାନ ଆପଲ୍ କୁ ପ୍ରିମିୟମ୍ ସେଗମେଣ୍ଟରେ ଛାଡିବାକୁ ପ୍ରସ୍ତୁତ ହେଉଛି। ବାସ୍ତବରେ ଚୀନ୍ ହେଉଛି ବିଶ୍ୱର ସର୍ବବୃହତ ସ୍ମାର୍ଟଫୋନ୍ ମାର୍କେଟ। ଏଠାରେ ଆପଲ୍…