Latest Odisha News

BREAKING NEWS

Yearly Archives

2025

ସ୍କାମ ୨୦୨୪, ସତ କହୁଛି ବିଜେପି?

ନୂଆଦିଲ୍ଲୀ: ମିଛ ଭୋଟର ନେଇ ଦିଲ୍ଲୀରେ ଜୋରଦାର ରାଜନୀତି । ଆମ ଆଦମୀ ପାର୍ଟି ବିରୋଧରେ ମିଛ ଭୋଟର ଅଭିଯୋଗ ଆଣିଲା ବିଜେପି । ଡବଲ୍ ଭୋଟର ମାଧ୍ୟମରେ ଆଗାମୀ ନିର୍ବାଚନରେ ଆପ୍ ଭୋଟ୍ ରିଗିଂ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ନାଁ ଉଭୟ…

କାନପୁର ରେଳ ଟ୍ରାକରୁ ଗ୍ୟାସ ସିଲିଣ୍ଡର ଜବତ

କାନପୁର: ନୂଆ ବର୍ଷ ଆରମ୍ଭ ହେଉହେଉ ରେଳ ଟ୍ରାକରେ ପୁଣି ଥରେ ଦୁର୍ଘଟଣା ଘଟାଇବା ପାଇଁ ଭିନ୍ନଭିନ୍ନ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କାନପୁର ସ୍ଥିତ ଶିବରାଜପୁରର ବାରାଜପୁର ରେଳ ଷ୍ଟେସନ ନିକଟରେ ଥିବା ଟ୍ରାକରେ କେହି ଅସାମାଜିକ ବ୍ୟକ୍ତି ଏକ ସିଲିଣ୍ଡର ରଖିଥିବା…

ବିଜେପିର ଦିଲ୍ଲୀ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: କେମିତି ଆଗାମୀ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି? ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଆକ୍ରାମକ ରହୁଥିବା ବିଜେପି ଦିଲ୍ଲୀରେ ଏକପ୍ରକାର କନଫ୍ୟୁଜଡ ଲାଗୁଛି । ଶାସନ ବିରୋଧୀ ଲହରର ସାମନା କରୁଥିବା ଆମ ଆଦମୀ ପାର୍ଟି ଏଥର ସବୁଠୁ କଷ୍ଟ ନିର୍ବାଚନ ଲଢୁଛି । ତେବେ ବିଜେପି ଦିଲ୍ଲୀରେ…

ସାବଧାନ! ବଜାରକୁ ଆସିଛି କ୍ୱୁଆର ସ୍କ୍ରାଚ୍ କାର୍ଡ ସ୍କାମ, କୁପନ୍ ଲୋଭ ଦେଖାଇ କରୁଛନ୍ତି ଟଙ୍କା ଲୁଟ

ଆଜିକାଲି ସ୍କାମରମାନେ କ୍ୱୁଆର ସ୍କ୍ରାଚ୍ କୋଡ୍ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଖବର ଅନୁଯାୟୀ, ଅଧିକାଂଶ କ୍ଷେତ୍ରରେ ଡେଲିଭରି ବୋୟ ଆପଣଙ୍କ ନିକଟକୁ ଆସି ଦାବି କରିବ ଯେ ସେ ଆମାଜନ, ଫ୍ଲିପକାର୍ଟ କିମ୍ବା ଅନ୍ୟ କିଛି ଅନଲାଇନ୍ ସପିଂ ପ୍ଲାଟଫର୍ମରୁ ଆସିଛନ୍ତି।…

ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ଆୱାର୍ଡ

ନୂଆଦିଲ୍ଲୀ: ଭାରତ ସରକାର ଚଳିତ ଥର ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁଟିଂ ଚାମ୍ପିୟନ ମନୁ ଭାକର ଏବଂ ଚେସ ଚମ୍ପିୟନ ଡି.ଗୁକେଶ। ତେବେ ଏଥିସହିତ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ଯ ଚୟନ କରାଯାଇଛି। ଗତ ବର୍ଷ…

ହ୍ବାଟସଆପ ଆଣୁଛି ନୂଆ ଫିଚର୍; ଜଣାପଡିବ ଇମେଜ ଅସଲି ନା ନକଲି

ନୂଆଦିଲ୍ଲୀ: ହ୍ବାଟସଆପରେ ଆସୁଥିବା ନକଲି ଫଟୋ ସମସ୍ୟାର ମୁକାବିଲା କରିବାକୁ, ମେଟା ମାଲିକାନା ପ୍ଲାଟଫର୍ମ ଶୀଘ୍ର ଏକ ନୂତନ ଫିଚର ଆଣିବ । ଏକ ରିପୋର୍ଟ ଅନୁସାରେ, ପ୍ଲାଟଫର୍ମ ଏକ ନୂଆ ରିଭର୍ସ ସର୍ଚ୍ଚ ଫିଚର ଉପରେ କାମ କରୁଛି, ଯାହା ମାଧ୍ୟମରେ ୟୁଜରମାନେ ନିଜେ ଫଟୋର ସତ୍ୟତା ଜାଣିପାରିବେ।…

‘ଶୀଘ୍ର ଯୁକ୍ତ ୨ କଳା ଫଳାଫଳ ପ୍ରକାଶ କରିବ ସିଏଚଏସଇ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ । ଏହି ପରୀକ୍ଷା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ ।…

ସବୁଜ ଶକ୍ତିରେ ଚାଲୁଛି ଟିପିଏସ୍ଓଡିଏଲର କର୍ପୋରେଟ କାର୍ଯ୍ୟାଳୟ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ୟାନେଲ ସ୍ଥାପନ କରି ସବୁଜ ଶକ୍ତିକୁ ଆପଣାଇଛି। ପୂର୍ବରୁ କମ୍ପାନୀର କର୍ପୋରେଟ ଅଫିସ ପାରମ୍ପରିକ ଶକ୍ତି ଉତ୍ସ ଦ୍ଵାରା ଚାଳିତ ହେଉଥିବା ବେଳେ ବର୍ତ୍ତମାନ…

ମେଟାର ନୂଆ ଯୋଜନା: ଏଆଇ ୟୁଜର୍ସ ଚଲାଇବେ ଫେସବୁକ୍ ଓ ଇନଷ୍ଟାଗ୍ରାମ

ଯଦି ଆପଣ ସୋସିଆଲ୍ ମିଡିଆ ବ୍ୟବହାର କରନ୍ତି, ତେବେ ଖୁବ ଶୀଘ୍ର ଦେଖିବାକୁ ପାଇବେ ମେଟା ପ୍ଲାଟଫର୍ମରେ ଏଆଇ ବ୍ୟବହାରକାରୀଙ୍କ ଉପସ୍ଥିତି। ଏହି AI ବଟଗୁଡିକର ଆକାଉଣ୍ଟ ସାଧାରଣ ବ୍ୟବହାରକାରୀଙ୍କ ଆକାଉଣ୍ଟ ପରି ରହିବ। ସେମାନେ ଅନ୍ୟ ମାନବ ବ୍ୟବହାରକାରୀଙ୍କ ପରି ଏହି ପ୍ଲାଟଫର୍ମରେ ପୋଷ୍ଟ,…

ୟୁନୁସ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ବାଂଲା ପିଲାଏ ପଢିବେନି ହସିନାଙ୍କ କଥା

ନୂଆଦିଲ୍ଲୀ: ଏଣିକି ବାଂଲାଦେଶୀ ପଢିବେନି ହସିନାଙ୍କ ଇତିହାସ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିଂସା ଆନ୍ଦୋଳନ ଦେଶ ଛାଡି ଏବେ ଭାରତରେ ଲୁକାହିତ ଭାବେ ରହିଛନ୍ତି । ଶେଖ୍ ହସିନା ସରକାର ଭାଙ୍ଗିବା ପରେ ଏବେ ନୂଆ ଅନ୍ତରୀଣ ୟୁନୁସ ସରକାର ବିଦ୍ୟାଳୟରେ ଚାଲିଥିବା…