Latest Odisha News

BREAKING NEWS

Yearly Archives

2025

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ

ଭୁବନେଶ୍ଵର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଏଥିସହ ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର…

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ଭୁବନେଶ୍ବର: ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ…

ମୋବାଇଲକୁ ଆସୁଛି କି ଫ୍ରୀ ରିଚାର୍ଜ ମେସେଜ, ସାବଧାନ

ନୂଆଦିଲ୍ଲୀ: ଲୋକଙ୍କୁ ଠକିବା ପାଇଁ ସାଇବର ଠକମାନେ ପ୍ରତିଦିନ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି। କେତେବେଳେ ନିଜକୁ ସରକାରୀ କର୍ମଚାରୀ କହି ଠକୁଛନ୍ତି ତ କେତେବେଳେ ଘରେ ରହି କାମ କରି ରୋଜଗାର କରିବାକୁ କହି ଠକୁଛନ୍ତି । ବେଳେ ବେଳେ ଲୋକଙ୍କୁ ବିଭିନ୍ନ ଲୋଭନୀୟ ଅଫର ଦେଇ ଠକୁଛନ୍ତି ଏହି…

ଡ୍ରେସିଂ ରୁମ ବିବାଦକୁ ନେଇ ମୁହଁ ଖୋଲିଲେ ଗମ୍ଭୀର

ସିଡନୀ: ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ପରାଜୟ ନେଇ କୋଚ ଗୌତମ ଗମ୍ଭୀର ଡ୍ରେସିଂ ରୁମରେ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗମ୍ଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖେଳାଳି ଓ କୋଚଙ୍କ ମଧ୍ୟରେ କଣ…

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ…

ଯମୁନା, ଜିନ୍ନତ୍ ପରେ ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ ।  ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା …

ପତ୍ନୀଙ୍କ ସହ ଝଗଡ଼ା ପରେ କୂଅକୁ ଡେଇଁଲେ, ବଞ୍ଚାଇବାକୁ ଯାଇ ୪ ମୃତ

ହଜାରିବାଗ: ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା। ପତ୍ନୀଙ୍କ ସହ ଝଗଡ଼ା ପରେ କୂଅକୁ ଡେଇଁ ପଡିଛନ୍ତି ଜଣେ ବ୍ଯକ୍ତି। ଆଉ ତାଙ୍କୁ ବଞ୍ଚାଇବାକୁ ଯାଇ ୪ ଜଣଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ କୌଣସି କାରଣବଶତଃ ଝଗଡ଼ା ପରେ ସୁନ୍ଦର କରମାଲି (୨୭) ନାମକ…

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…

ଚଳିତ ବର୍ଷ ୨ଟି ଗ୍ରହଣ ୨ଟି ପରାଗ, ଜାଣନ୍ତୁ ଭାରତରେ ହେବ କି ନାହିଁ ଦୃଶ୍ୟମାନ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ନୂତନ ବର୍ଷ ଆରମ୍ଭ ପରେ ଏବେ କ୍ୟାଲେଣ୍ଡରରେ କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ…

କୁଆଡେ ଗଲା ୬୬୯୧ କୋଟିର ୨୦୦୦ ଟଙ୍କିଆ ନୋଟ?

ନୂଆଦିଲ୍ଲୀ: କୁଆଡେ ଗଲା ୬ ହଜାର ୬୯୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ? ଆରବିଆଇ ପାଖରେ ପହଞ୍ଚିନି । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ଘୋଷଣା କରିଛି ଯେ, ଆଦାୟ ହୋଇଥିବା ଅଚଳ ୨୦୦୦ ଟଙ୍କିଆ ନୋଟ ମଧ୍ୟରୁ ୯୮.୧୨ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରସ୍ତ ହୋଇଛି । ୧୯ ମେ ୨୦୨୩…