ଜିରୋ ନାଇଟରେ କନ୍ସର୍ଟ କରି ପୁଣି ବିବାଦରେ ଦିଲଜିତ୍ ଦୋସାଞ୍ଜ
ଲୁଧିଆନା: ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ନୋଟିସ ଜାରି କରାଯାଇଛି।
ପଞ୍ଜାବ…