Latest Odisha News

BREAKING NEWS

Yearly Archives

2025

ଜିରୋ ନାଇଟ ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ୪ ଗୁରୁତର

ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ । ଧୁମଧାମରେ ଜିରୋ ନାଇଟ୍‌ ସେଲିବ୍ରେସନ ଚାଲିଥିବାବେଳେ ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍‌ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼। ଖଲ୍ଲିକୋଟରେ ଜିରୋ ନାଇଟରେ ଏହି ଗୁଳିକାଣ୍ଡ ଘଟିଛି। ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ…

ନୂଆବର୍ଷରୁ ନୂଆ ବିମାନ ସେବା: ଭୁବନେଶ୍ବର ଓ ଝାରସୁଗୁଡାରୁ ୯ଟି ନୂଆ ସହରକୁ ଉଡାଣ ଆରମ୍ଭ

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ। ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ…

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଅନିଦ୍ରା ମହାପ୍ରଭୁ

ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରାତି ସାରା ଅନିଦ୍ରା ମହାପ୍ରଭୁ । ରାତି ସାରା ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା…

ଶିମିଳିପାଳ ଫେରିଲା ବାଘୁଣୀ ‘ଜିନ୍ନତ’

ବାରିପଦା: ଶିମିଳିପାଳରେ ବାଘୁଣୀ 'ଜିନ୍ନତ' । ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ 'ଜିନ୍ନତ' । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଗଲା । 'ଜିନ୍ନତ'କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି । ସୂଚନା ଅନୁସାରେ,…

ନୂଆ ଆଶା, ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫

ଭୁବନେଶ୍ଵର: ନୂଆ ଆଶା ଓ ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫। ୨୦୨୪ରେ ଘଟିଥିବା ବିଭିନ୍ନ ଘଟଣା ଲକ୍ଷଲକ୍ଷ ଲୋକଙ୍କ ଘର ଓ ହୃଦୟ ଭାଙ୍ଗିଥିବା ବେଳେ ୨୦୨୫ ସେସବୁ ଆଘାତର କ୍ଷତକୁ ଭରିଦେବାର ଆଶା ନେଇ ଆଜି ବିଶ୍ବବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଦେଶବିଦେଶରେ ‘ଜିରୋ ଆୱାର’…