Latest Odisha News

BREAKING NEWS

Yearly Archives

2025

ଅଗଷ୍ଟ ୨ରେ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ବାରାଣସୀରେ ୨୦,୫୦୦ କୋଟି ଟଙ୍କାର…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବନ୍ଧା ହେଲେ ୬ ଜଣ

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ହେଲେ ୬ ଜଣ । ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହି ଲିକ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଆସିଥିବାର ପ୍ରମାଣ…

ପାକିସ୍ତାନ ସହ ସେମିଫାଇନାଲ ମ୍ୟାଚ ଖେଳିବାକୁ ମନା କଲା ଭାରତୀୟ ଟିମ

ନୂଆଦିଲ୍ଲୀ: ୩୧ ଜୁଲାଇରେ ବର୍ମିଂହାମରେ ଭାରତ ଓ ପାକିସ୍ତାନ ମଧ୍ୟରେ ରିଟାୟର୍ଡ କ୍ରିକେଟର୍ସ ୱାର୍ଲ୍ଡ ଚାମ୍ପିୟନଶିପର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିଲା । ତେବେ ଭାରତ ଏହି ମ୍ୟାଚ ଖେଳିବାକୁ ମନା କରି ଦେଇଛି । ଯୁବରାଜ ସିଂ ନେତୃତ୍ୱଧୀନ ଟିମର ଏହି ନିଷ୍ପତିକୁ ବିଭିନ୍ନ ମହଲରେ…

କାର ଦୁର୍ଘଟଣାରେ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୨୭ ଜୁଲାଇରେ ଇଟାଲୀରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ପ୍ରସିଦ୍ଧ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ ହୋଇଛି। ପାଗଲିନୋ ଏବଂ ଗ୍ରୋସି ଦୀର୍ଘ ସମୟ ଧରି ପାର୍ଟନରସିପରେ ଥିଲେ। ୧୯୯୯ ମସିହାରେ ମ୍ୟାଗିଆ୨୦୦୦ ପ୍ରତିଷ୍ଠା କରିଥିଲେ। ପପ୍…

ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର, ଝରକାରୁ ଫୋପାଡିଥିଲେ ସୁନା..

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର। କାଲି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱରର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘର ରେଡ୍‌ କରିଥିଲେ। ଆଉ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ସେହି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକଙ୍କ…

ଆୟକର ରିଟର୍ଣ୍ଣ ଦାଖଲ କରିବା ହେଲା ସହଜ, ଏବେ ଅନଲାଇନରେ ଉପଲବ୍ଧ ହେବ ITR 3 ଫର୍ମ…

ନୂଆଦିଲ୍ଲୀ:ଏବେ ଆପଣ ଆୟକର ପୋର୍ଟାଲ୍ ମାଧ୍ୟମରେ ITR-3 ଫାଇଲ୍ କରିପାରିବେ। ଆୟକର ବିଭାଗ ITR-3 ଫର୍ମ ଅନଲାଇନ୍ ଫାଇଲ୍ କରିବାର ସୁବିଧା ଆରମ୍ଭ କରିଛି। ଆଜି ୩୦ ଜୁଲାଇରେ, ଆୟକର ବିଭାଗ ଏହା ଘୋଷଣା କରିଛି। ବ୍ୟବସାୟରେ ଲାଭ କିମ୍ବା କ୍ଷତି ସହୁଥିବା ବ୍ୟକ୍ତି ଏବଂ HUFs ପାଇଁ ITR-3…

ବିଜେପି ବିରୋଧରେ ମମତାଙ୍କ ଭାଷା ଅସ୍ତ୍ର !

ନୂଆଦିଲ୍ଲୀ: ଭାଷାକୁ ନେଇ ଦିଦିଙ୍କ ଯୁଦ୍ଧଂ ଦେହୀ ଡାକରା । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦେଶର କିଛି ସ୍ଥାନରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ବିରୋଧରେ ପୋଲିସର ଆକ୍ସନ୍ ମମତାଙ୍କୁ ବଡ଼ ସୁଯୋଗ ଦେଇଛି । ଆଉ ମଉକାରେ ଚଉକା ମାରିବାକୁ ଉଦ୍ୟମ…

ସମସ୍ତ ଆବଣ୍ଟନ ପ୍ରାପ୍ତକାରୀ ୩୧ ଅଗଷ୍ଟ ସୁଦ୍ଧା ୟୁଏଏନ୍ ଜେନେରେଟ୍ କରିବେ: ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ଆବଣ୍ଟନ ପ୍ରାପ୍ତକାରୀଙ୍କୁ ୩୧ ଅଗଷ୍ଟ ସୁଦ୍ଧା ଏକ ୟୁନିକ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ୍) ଜେନେରେଟ୍ କରିବାକୁ ନିବେଦନ କରାଯାଇଛି । ଏହି ୟୁଏଏନ୍ ବିଭିନ୍ନ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ ସେବା ପାଇଁ ବାଧ୍ୟତାମୂଳକ ରହିବ ।…

ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା: ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା…

ଭୁବନେଶ୍ୱର: ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦି ସମ୍ମିଳନୀ କରି ସୂଚନା ଦେଇଛନ୍ତି।…

ଲସ୍କର ସହଯୋଗ ବିନା ଆକ୍ରମଣ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦୁନିଆ ଆଗରେ ଖୋଲିଛି ପାକିସ୍ତାନର ପୋଲ୍ । ଆତଙ୍କବାଦୀ ହମଲାରେ ନିଜ କନେକ୍ସନ୍ ନେଇ ବାରମ୍ବାର ମନା କରିଆସୁଥିଲା ପାକିସ୍ତାନ । ହେଲେ ଏବେ ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟରେ ପହଲଗାମ ଆକ୍ରମଣରେ ବିଧିବଦ୍ଧ ଭାବେ ଦି ରେଜିଷ୍ଟାନସ…