ବିଶେଷଜ୍ଞଙ୍କଠୁ ଜାଣନ୍ତୁ ବର୍ଷା ଦିନେ କାହିଁକି ହୋଇଥାଏ ଆଖି ସଂକ୍ରମଣ ? ଏଥିରୁ କେମିତି ପାଇବେ ରକ୍ଷା
ଭୁବନେଶ୍ୱର: ବର୍ଷା ଋତୁ ଗରମରୁ ଏକ ସତେଜ ଆରାମ ଆଣିଥାଏ, କିନ୍ତୁ ଏହା ସହ ଅନେକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ଆସିଥାଏ। ବାୟୁମଣ୍ଡଳରେ
ଆର୍ଦ୍ରତା ବୃଦ୍ଧି ଯୋଗୁ ବିଭିନ୍ନ ପ୍ରକାରର ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହା ମଧ୍ୟରେ ଏକ ଗୁରୁତର ସମସ୍ୟା ହେଉଛି ଆଖି ସଂକ୍ରମଣ, ଯାହା ବର୍ଷା ଋତୁରେ…