Latest Odisha News

BREAKING NEWS

Yearly Archives

2025

ଶୋଇବା ପୂର୍ବରୁ ପାଦରେ କରନ୍ତୁ ତେଲ ମାଲିସ; ମିଳିବ ଏହି ସମସ୍ତ ଲାଭ..

ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରାୟତଃ ଆମ ସ୍ୱାସ୍ଥ୍ୟକୁ ଅଣଦେଖା କରୁ । ନଚେତ୍ ସମୟ ଅଭାବରୁ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇପାରୁନାହୁଁ। ତଥାପି ଆୟୁର୍ବେଦ ଆମକୁ ଏପରି କିଛି ଅଭ୍ୟାସ ବିଷୟରେ କହିଛି, ଯାହାକୁ ଯଦି ଆପଣଙ୍କ ଦୈନନ୍ଦିନ ଜୀବନର ଆପଣାନ୍ତି ତେବେ…

ଓମେଗା-୩ରେ ଭରପୂର ଏହିସବୁ ନିରାମିଷ ଖାଦ୍ୟ … ନିଜ ଖାଦ୍ୟରେ କରନ୍ତୁ ସାମିଲ

ଭୁବନେଶ୍ବର: ଭିଟାମିନ୍ ଏବଂ ଖଣିଜ ପଦାର୍ଥ ବ୍ୟତୀତ, କିଛି ନାନୋ କମ୍ପାଉଣ୍ଡସ୍ ଏବଂ ଫ୍ୟାଟି ଏସିଡ୍ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଥିମଧ୍ୟରୁ ଗୋଟିଏ ହେଉଛି ଓମେଗା-୩ ଫ୍ୟାଟି ଏସିଡ୍। ଆମ ଶରୀର ଏହାକୁ ନିଜେ ଉତ୍ପାଦନ କରିପାରେନାହିଁ, ତେଣୁ ଏହାକୁ ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ…

ଶ୍ରୀ ଭାଗବତ ସାର ୧୧୧: ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣ୍ଣନା ଓ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାରର ତଥ୍ୟ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଭଗବାନଙ୍କ ଲୀଳା ବର୍ଣନା ଦେବା ସହିତ ପରଂବ୍ରହ୍ମଙ୍କ ବିଭିନ୍ନ ଅବତାର ବିଷୟରେ ତଥ୍ୟ ଦେଇଥାଏ। ଆମେ ପରମେଶ୍ୱରଙ୍କ ବିରାଟପୁରୁଷ ତତ୍ୱ ଜାଣିଲେ, ତାସହିତ ଜାଣିଲେ ପ୍ରଥମ ଅବତାରଙ୍କ ସମ୍ପର୍କରେ। ଏଵେ ଜାଣିବା…

ମହିଳା ନକ୍ସଲ ଗିରଫ; ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ ସଫଳତା । ୫ ଲକ୍ଷ ଘୋଷିତ ଏକ ମହିଳା ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ସୁକମା ପୋଲିସ । ଗିରଫ ମହିଳା ନକ୍ସଲ ଜଣକ ହେଲେ ସୋଡି ସାମଡୁ । ସେ ପାମେଡ ଏରିଆ କମିଟିର କମାଣ୍ଡର ରହିଥିଲା । ବିଶେଷ ସୂତ୍ରରୁ…

ଚଳିତ ବର୍ଷର ସୂର୍ଯ୍ୟପରାଗ: କେଉଁ ମାସରେ ପଡୁଛି ଏବଂ କେଉଁଠି ଦୃଶ୍ୟମାନ ହେବ?

ଭୁବନେଶ୍ବର: ଚଳିତ ବର୍ଷର ସୂର୍ଯ୍ୟପରାଗ ନେଇ ଆସିଲା ସୂଚନା । ଆସନ୍ତା ସେପ୍ଟେମ୍ବର ମାସର ୨୧ ତାରିଖରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ । ତେବେ ଏଥର ଆଂଶିକ ସୂର୍ଯ୍ୟପରାଗ ହେବ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । ସେପ୍ଟେମ୍ବର ୨୧ ରେ ଭାରତୀୟ ସମୟ ରାତି ୧୧ଟାରେ ପରାଗ ଆରମ୍ଭ ହେବ ।…

ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ନିଷ୍ପତ୍ତି ସହରକୁ ୧୦ ବର୍ଷ ତଳକୁ ଠେଲି ଦେବ: ନବୀନ

ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲକୁ ନେଇ ବର୍ଷିଲେ ବିରୋଧୀ ଦଳ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ଖବର ବହୁତ…

ଗିଲଙ୍କ ପରେ ଜାଡେଜା, ସୁନ୍ଦରଙ୍କ ଶତକ: ମ୍ୟାଚ ଡ୍ର, ଇଂଲଣ୍ଡ ନିରାଶ

ମାଂଚେଷ୍ଟର: ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ଅଧିନାୟକ ଶୁଭମନ…

ମୁଁ ଯଦି ପଢ଼ି ପାରିଥାନ୍ତି; କାନ୍ଦି କାନ୍ଦି ସଂଘର୍ଷମୟ କାହାଣୀ ବଖାଣିଲେ ଡେଲିଭରି ବୟ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହେଇଯିବେ। ଭାଇରାଲ ଭିଡିଓରେ ଜଣେ ଚାଇନିଜ୍ ଡେଲିଭରି ବୟ ନିଜର ଯନ୍ତ୍ରଣାଦାୟକ ଜୀବନ ବିଷୟରେ ବର୍ଣ୍ଣନା କରି ନିଜର ଅସପୂର୍ଣ୍ଣ ସ୍ୱପ୍ନ ଏବଂ କଷ୍ଟକର ପରିସ୍ଥିତି ବିଷୟରେ କହୁଛନ୍ତି।…

ପରୀକ୍ଷାରେ କପି କରିବା ପଡ଼ିଲା ମହଙ୍ଗା, ୩ ବର୍ଷ ପାଇଁ ବ୍ୟାନ କଲା ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ଜଣେ ମହିଳା ପ୍ରାର୍ଥୀଙ୍କୁ ଠକେଇ ଅଭିଯୋଗରେ ୩ ବର୍ଷ ପାଇଁ ବ୍ୟାନ କରିଛି। ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ସେ କପି ବ୍ୟବହାର କରିବା କାରଣରୁ ମହିଳା ପ୍ରାର୍ଥୀଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଶୁକ୍ରବାର ଅନୁଷ୍ଠିତ ଏକ ସରକାରୀ ପରୀକ୍ଷାରେ ସେ କପି କରୁଥିବା…

ୱାର୍ଲ୍ଡ ୟୁନିଭରସିଟି ଗେମ୍ସ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଜିତିଲା ବ୍ରୋଞ୍ଜ

ଭୁବନେଶ୍ୱର: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ୪ ଗୁଣନ ୧୦୦ ମିଟର ପୁରୁଷ ରିଲେରେ ଓଡିଶାର ଅନୀମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଦଣ୍ଡପାଣି ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବ୍ରୋଞ୍ଜ ପଦକ ହାସଲ…