Latest Odisha News

BREAKING NEWS

Yearly Archives

2025

ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣା; କରୁଣ କାହାଣୀ ବଖାଣିଲେ ବାପା…

ଭୁବନେଶ୍ୱର: ବାଲେଶ୍ୱରର ଏଫ୍ଏମ୍ (ସ୍ୱୟଂଚାଳିତ) କଲେଜରେ ସ୍ନାତକ ଛାତ୍ରୀଙ୍କ ଆତ୍ମହୁତି ଘଟଣାର ତଦନ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ତିନି ଜଣିଆ କମିଟି ଆରମ୍ଭ କରିଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାୟକ ଏବଂ…

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି; ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନରେ ଲାଗିବ ସିସିଟିଭି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଭାରତୀୟ ରେଳବାଇ ସାରା ଦେଶରେ ଚାଲୁଥିବା ଟ୍ରେନର ୭୪,୦୦୦ରୁ ଅଧିକ ପାସେଞ୍ଜର୍ କୋଚ୍ ଏବଂ ୧୫,୦୦୦ ଲୋକୋମୋଟିଭ୍ ଇଞ୍ଜିନରେ ହାଇଟେକ୍ ସିସିଟିଭି କ୍ୟାମେରା ଲଗାଇବା ନେଇ ଯୋଜନା ଆରମ୍ଭ କରିଛି। ସୂଚନା ଅନୁଯାୟୀ ପ୍ରତ୍ୟେକ କୋଚ୍‌ରେ…

ବିଜୟ ପାଇଁ ଭାରତ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ, ସୁନ୍ଦରଙ୍କୁ ୪ ୱିକେଟ

ଲଣ୍ଡନ: ଏଠରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୯୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୯୨ ରନରେ ଅଲଆଉଟ କରି ଦେଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରିଥିଲେ ।…

ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ; ଜିଲ୍ଲା ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ଅରଫାନ ସର୍ଭେ -୨୦୨୫। ଜୁଲାଇ ୧୧ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଜୁଲାଇ ମାସ ୨୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କର ଚିହ୍ନଟ ସହିତ…

ଡାଇରିଆ ନୁହେଁ ଫୁଡ୍ ଇନଫେକସନ; ହଷ୍ଟେଲ ଛାତ୍ରଙ୍କ ଅସୁସ୍ଥତା ନେଇ ରେଭେନ୍ସା କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର କଟକର ହୋଟେଲରେ ଡାଇରିଆ କିମ୍ବା ହଇଜା ବ୍ୟାପିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କାହ୍ନୁ ଚରଣ ମଲିକ ଏକ ବିବୃତ୍ତିରେ କହିଛନ୍ତି "ଗତକାଲି ବିଶ୍ୱବିଦ୍ୟାଳୟର ନୂତନ ପିଜି ଏବଂ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ; ଚାଲିଗଲା ୩ଜୀବନ

ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବଜ୍ରାଘାତରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଜଣେ ବ୍ୟକ୍ତି ବର୍ଷା…

ମହାରାଷ୍ଟ୍ରରେ ମରାଠୀ କହିବାକୁ ମନା କରିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାର ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଶିବସେନା କର୍ମୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ମାଡ଼ ମାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ…

ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ରୁଟ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୪ର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ୮୦୦୦ ରନ ସଂଗ୍ରହ…

‘ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି…

୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ କରିପାରିବେ ସ୍ବାସ୍ଥ୍ୟ ବୀମା ଦାବି

ନୂଆଦିଲ୍ଲୀ: ମେଡିକ୍ଲେମ୍ ଦାବି କରିବା ପାଇଁ ବର୍ତ୍ତମାନ୍ ଆଉ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡିବ ନାହିଁ। ବର୍ତ୍ତମାନ୍ ମାତ୍ର ୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ ସ୍ବାସ୍ଥ୍ୟ ବୀମା ଦାବି କରି ହେବ। ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଦାବି କରିବାକୁ ହେଲେ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ…