ଅନୁ ମଲିକ ମୋ ବାପାଙ୍କୁ ଧୋକା ଦେଇଥିଲେ; ଅମାଲ ମଲିକ
ନୂଆଦିଲ୍ଲୀ: ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ଡବୁ ମଲିକ ଏକ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ପିତା ସଂଗୀତ ନିର୍ଦ୍ଦେଶକ ସର୍ଦ୍ଦାର ମଲିକ ଥିଲେ। ଉଭୟ ଭାଇ ବହୁ ବର୍ଷ ଧରି ଏକାଠି ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା।
ଏକ…