Latest Odisha News

BREAKING NEWS

Yearly Archives

2025

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା; ‘ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ’

ବାଲେଶ୍ବର: ନ୍ୟାୟ ନ ପାଇ ବାଲେଶ୍ୱର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ ଏହି ଘଟଣାପାଇଁ କର୍ତ୍ତୃପକ୍ଷଙ୍କ…

ଆଧାର କାର୍ଡ ଆରମ୍ଭ ହେବା ପଛରେ ରୋଚକ କାହାଣୀ, ପ୍ରଥମେ ଏହା କେଉଁଠି ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀ ; ଆଧାର କାର୍ଡକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ଦ୍ୱନ୍ଦ୍ୱ ରହିଥାଏ ଯେ ଏହା କେଉଁ ଜିନିଷର ପ୍ରମାଣ ଦେଇଥାଏ ଓ କେଉଁଟିର ନୁହେଁ। କେଉଁଠାରେ ଏହା ବ୍ୟବହାର କରାଯାଇପାରିବ ଓ କେଉଁଠାରେ ନୁହେଁ। ଆଧାର ଏକ ଏମିତି ଡକ୍ୟୁମେଣ୍ଟ ଯାହା ଭାରତର ପ୍ରତ୍ୟେକ ନାଗରିକ ପାଇଁ ଏବେ ଜରୁରୀ…

ଫିଲ୍ପକାର୍ଟରେ ଆରମ୍ଭ ହେଲା GOAT ସେଲ୍, ସବୁ ଗ୍ରାହକଙ୍କ ପାଇଁ ଦମଦାର ଅଫର

ନୂଆଦିଲ୍ଲୀ: ଫ୍ଲିପକାର୍ଟର ସବୁଠାରୁ ବଡ଼ ସେଲ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି GOAT ସେଲ୍, ଯାହା ଗତ କାଲିଠାରୁ ଅର୍ଥାତ୍ ୧୨ ଜୁଲାଇରୁ ଆରମ୍ଭ ହେଉଛି ଏବଂ ୧୭ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ। ଅନ୍ୟପଟେ, ଆମାଜନର ପ୍ରାଇମ୍ ଡେ’ ୨୦୨୫ ସେଲ୍ ମଧ୍ୟ…

ଏଫଏମ ଛାତ୍ରୀ ଆତ୍ମାହୁତୀ: ଘେରିଲେ ବିରୋଧୀ, ନବୀନ ଲୋଡିଲେ ରାଜ୍ୟପାଳଙ୍କ ହସ୍ତକ୍ଷେପ

ବାଲେଶ୍ବର: ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତୀ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରକାର ମଧ୍ୟ ଆକ୍ସନ ମୋଡରେ ଏହି ଘଟଣାକୁ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ଭିତରେ ଏବେ ବିରୋଧୀ ରାଜ୍ୟରେ ନାରୀ ସୁରକ୍ଷାକୁ ପ୍ରଶ୍ନ କରି ସରକାରଙ୍କୁ…

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାଲେଶ୍ଵର ପୀଡ଼ିତା; ଏମ୍ସ ଯାଇ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକିର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି…

ଅପରେସନ ସିନ୍ଦୂର ପରେ ଭାରତ ଊପରେ ପରମାଣୁ ଆକ୍ରମଣ କରିଥାନ୍ତା କି ପାକିସ୍ତାନ….କ’ଣ କହିଲେ ସରିଫ୍?

ନୂଆଦିଲ୍ଲୀ: ଭାରତ ସହିତ ସମ୍ପ୍ରତି ସାମରିକ ମୁକାବିଲା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପରମାଣୁ ଯୁଦ୍ଧର କୌଣସି ସମ୍ଭାବନାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ କୌଣସି ଆକ୍ରମଣ ପାଇଁ ନୁହେଁ, ବରଂ…

ହରିୟାଣା ଟେନିସ ପ୍ଲେୟାର ହତ୍ୟା ମାମଲା: ନିନ୍ଦା କଲେ ଗ୍ରେଟ୍ ଖଲି, କହିଲେ, ‘ମାନସିକତାର ବିଷୟ’

ନୂଆଦିଲ୍ଲୀ: ହରିୟାଣା ଟେନିସ ପ୍ଲେୟାରଙ୍କୁ ତାଙ୍କ ବାପାଙ୍କ ଦ୍ବାରା ହତ୍ୟା କରାଯିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଥିବା ବେଳେ ଏହାକୁ ନେଇ ନୀତି କିଛି ନା କିଛି ଚାଞ୍ଚଲ୍ୟକର ଖୁଲାସା ହେଉଛି । ଏହାରି ଭିତରେ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମ୍ ତଥା ବିଜେପି ନେତା ଦଲିପ୍ ସିଂହ ରାଣା, ଯିଏକି…

ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ବରରୁ ନାକଟିଦେଉଳ ଅଭିମୁଖେ ଗଲେ ସ୍ବତନ୍ତ୍ର ତଦନ୍ତ ଟିମ୍ ।…

ରାଜ୍ୟସଭାକୁ ଯିବେ ଉଜ୍ଜ୍ବଳ ନିକମ୍, ଆତଙ୍କୀ କସାବକୁ ଫାସୀରେ ଚଢାଇଥିଲେ: ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ ଜଣଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ସମ୍ବିଧାନର ଧାରା ୮୦(୧)(ଏ) ଏବଂ ଧାରା (୩) ଅନୁଯାୟୀ ତାଙ୍କ କ୍ଷମତା ବ୍ୟବହାର କରି ରାଜ୍ୟସଭାକୁ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି । ମନୋନୀତ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କ…

ଆଉ ନାହାନ୍ତି ସାଉଥର ନାମୀଦାମୀ ଅଭିନେତା କୋଟା ଶ୍ରୀନିବାସ ରାଓ

ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ । ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର, ଜୁଲାଇ ୧୩ ସକାଳ ୪ଟାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ତାଙ୍କ…