Latest Odisha News

BREAKING NEWS

Yearly Archives

2025

ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ପୁରୀ: ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ସୁଦାମ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ…

ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ; କେତେ ସୁରକ୍ଷିତ ଶ୍ରୀମନ୍ଦିର?

ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଜଣ ଯୁବକ । ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ ଏହି ଯୁବକ ମାନେ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ନିଯୁକ୍ତ ହେବା…

ବିସ୍ଫୋରକ ଲୁଟ୍‌ ମାମଲା; ମାଓବାଦୀ ଇନଫର୍ମର ଜର୍ଜ ମୁଣ୍ଡାକୁ ରିମାଣ୍ଡରେ ନେଲା ଏନଆଇଏ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ୫ ଟନ୍‌ ବିସ୍ଫୋରକ ଲୁଟ୍‌ ମାମଲା । ମାଓବାଦୀ ଇନ୍‌ଫର୍ମର ଜର୍ଜ ମୁଣ୍ଡାକୁ ଆଜି ରିମାଣ୍ଡରେ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଝାରପଡ଼ା ଜେଲ୍‌ରୁ ଅଭିଯୁକ୍ତ ଜର୍ଜକୁ ରିମାଣ୍ଡରେ ନେଇ ଭୁବନେଶ୍ବରସ୍ଥିତ…

ଖୋର୍ଦ୍ଧାରେ କାୟା ମେଲାଉଛି ଝାଡ଼ାବାନ୍ତି: ଜଣେ ମୃତ, ୨୦ ଆକ୍ରାନ୍ତ

ଖୋର୍ଦ୍ଧା: ଜଟଣୀ ରାଣୀପୁରରେ ଡରାଉଛି ଝାଡ଼ାବାନ୍ତି। ଏଠାରେ କାୟା ମେଲାଉଛି ଡାଇରିଆ। ଜଟଣୀ ରାଣୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା ଜଟଣୀ ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁରରେ ଝାଡା ବାନ୍ତି ଭୟ ବଢିବାରେ…

୨୪ରୁ ଛୁଟିରେ ଯିବେ ସମସ୍ତ ଡାକ୍ତର, ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ କରିବେନି ସହଯୋଗ

ରାୟଗଡ଼ା: ଜୁଲାଇ ୨୪ରୁ ଛୁଟିରେ ଯିବେ ସମସ୍ତ ଡାକ୍ତର। ଆଜିଠାରୁ ପୋଲିସ ସମ୍ପର୍କିତ କୌଣସି କାର୍ଯ୍ୟରେ ସହଯୋଗ କରିବେନି। ଗତ ୧୩ ତାରିଖରେ ଡାକ୍ତରଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏଭଳି ଆନ୍ଦୋଳନର ନିଷ୍ପତ୍ତି ନେଇଛି ଓମସା। ରାଜ୍ୟସଭାପତି ଡାକ୍ତର କିଶୋର…

ରାଜ୍ୟରେ ପ୍ରବଳ ବର୍ଷା: ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୫ଟି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

ବାହାରି ପାରିଲାନି ନିଷ୍କର୍ଷ; ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଖାରବେଳ ଭବନରେ ବସିଥିବା ରାଜ୍ୟ ପରିବହନ ମନ୍ତ୍ରୀ, କମିଶନର ଓ ସଚିବଙ୍କ ସହ ୪ ଘଣ୍ଟାର ବୈଠକ ପରେ ବି ବାହାରିପାରିଲାନି କୌଣସି ନିଷ୍କର୍ଷ । ଡ୍ରାଇଭର ସଙ୍ଘର ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଥିବା…

ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସମେତ ବିଭିନ୍ନ କ୍ଷେତ୍ରରେ ୨୫…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ପ୍ରଦାନ । ବ୍ରାଜିଲ୍‌ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ରେ ସମ୍ମାନୀତ ହେଲେ ମୋଦି । ସମ୍ମାନୀତ କଲେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍‌ଭା…

ଶ୍ରୀ ଭାଗବତ ସାର ୯୨: ନୈମିଷାରଣ୍ୟର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଭିତରେ ଯେଉଁ ସବୁ ପୁଣ୍ୟ ସ୍ଥଳି ମାନଙ୍କ ନାମ ଆସେ ସେ ମଧ୍ୟରେ" ନୈମିଷାରଣ୍ୟ " ଅନ୍ୟତମ। କାରଣ ଏହାର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ। ଆହୁରି ହୃଦୟ ଛୁଆଁ ଏହାର ପାବନ ପ୍ରକୃତିର…