ଯୁକ୍ତ-୨ ଆଡମିଶନ୍: ପ୍ରକାଶ ପାଇଲା ଫାଷ୍ଟ୍ ସିଲେକ୍ସନ୍ ମେରିଟ୍ ଲିଷ୍ଟ୍, ଆଗରେ ରେଭେନ୍ସା…
ଭୁବନେଶ୍ବର: ଆଜି ଯୁକ୍ତ-୨ ଇ-ପ୍ରବେଶ ପାଇଁ ପ୍ରଥମ ଚୟନ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ମୋଟ ୪,୪୬,୨୦୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪,୧୩,୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ପ୍ରଥମ ସିଲେକ୍ସନରେ ପ୍ରାୟ ୯୨.୭୫% ପିଲା ଚୟନ ହୋଇଛନ୍ତି ।…