କାହିଁକି ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ ସିଜେଆଇ; ରଖିଲେ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଅବସର ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି।
ଚନ୍ଦ୍ରଚୂଡ଼ ତାଙ୍କ ଝିଅର ବିଶେଷ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବିଳମ୍ବର କାରଣ ବୋଲି ଦର୍ଶାଇଛନ୍ତି। ମୋ ପାଖରେ ଥିବା ସରକାରୀ…