Latest Odisha News

BREAKING NEWS

Yearly Archives

2025

ଭାରତୀୟ ବଜାରରେ ଆଉ ମିଳିବନି ଏହି ଲୋକପ୍ରିୟ କମ୍ପାନୀର ଫ୍ରିଜ୍ ଓ ୱାସିଂ ମେସିନ୍

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରଚଳିତ ହେଉଥିବା ନାମୀଦାମି କମ୍ପାନୀ ପାନାସୋନିକ ବର୍ତ୍ତମାନ୍ ନିଜ ବ୍ରାଣ୍ଡର ଫ୍ରିଜ୍ ଏବଂ ୱାସିଂ ମେସିନ୍ ଆଉ ବିକ୍ରୀ କରିବ ନାହିଁ। କିନ୍ତୁ କମ୍ପାନୀର ଅନ୍ୟ ଉତ୍ପାଦଗୁଡ଼ିକ ବଜାରରେ ଉପଲବ୍ଧ ରହିବ। ଏହି ଖବର ପରେ ବର୍ତ୍ତମାନ୍ Whirlpool ଏବଂ Voltas ୨୬…

ରଥ ଯାତ୍ରା ୨୦୨୫: ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଗଡିବ ୩୬୫ ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରାକୁ ସୁଗମ କରିବା ପାଇଁ ସ୍ପେଶାଲ୍ ଟ୍ରେନ୍‌ ଚଳାଇବ। ରଥଯାତ୍ରା ୨୦୨୫ ଅବଧିରେ ରେକର୍ଡ ସଂଖ୍ୟକ ୩୬୫ଟି ସ୍ପେଶାଲ୍…

ରଥଯାତ୍ରା ପୂର୍ବରୁ ଖୁସି ଖବର: ସାମୟିକ କର୍ମଚାରୀ ପାଇବେ ଏକକାଳୀନ ୨.୫ ଲକ୍ଷ

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର (Cessation of Service ) ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ…

ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ରାତି ପାହିଲେ ରଥଯାତ୍ରା। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀର ବାଲିଆପଣ୍ଡା ସ୍ବର୍ଣ୍ଣଭ…

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲେ ମୋଦି, ଦ୍ରୁତ ଆରୋଗ୍ୟ କାମନା କଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଜନିତ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ବର୍ମିଂହାମରେ ୫୮ ବର୍ଷ ହେବ ଜିତିନି ଭାରତ

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଠାରେ ୫୮ ବର୍ଷ ହେବ ଭାରତ ବିଜୟ ହାସଲ କରିପାରି ନାହିଁ । ୧୯୬୭ରେ ଟିମ ଇଣ୍ଡିଆ ଏଠାରେ…

ଫିଲ୍ମ ଷ୍ଟାଇଲରେ ଟ୍ରେନ ଟ୍ରାକରେ ଗାଡ଼ି ଚଳାଇଲେ ମହିଳା, ବଦଳିଲା ବହୁ ଟ୍ରେନ ରୁଟ୍ 

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ  ଗୁରୁବାର ଦିନ ଜଣେ ମହିଳାଙ୍କର ଦାୟିତ୍ବହୀନ ଆଚରଣ ଯୋଗୁଁ ରେଳ ସେବା ବାଧା ପ୍ରାପ୍ତ ହୋଇଥିଲା। ସେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଥିବା ଶଙ୍କରପାଲି ନିକଟରେ ରେଳ ଧାରଣା ଉପରେ ପ୍ରାୟ ଆଠ କିଲୋମିଟର ପର୍ଯ୍ୟନ୍ତ ନିଜ SUV…

୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ

ଭୁବନେଶ୍ୱର: ଗୁରୁବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ କଟକ ଜିଲ୍ଲାର କନ୍ଦରପୁର ରାଜସ୍ୱ ନିରୀକ୍ଷକ (ଆରଆଇ) ମନୋଜ କୁମାର ବେହେରା ଏବଂ ଅମିନ ବିଚିତ୍ରାନନ୍ଦ ଶତପଥୀଙ୍କୁ ୧୨,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଘରବାରି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।…

ବୃଦ୍ଧା ଜେଜେମାଙ୍କୁ ଅଳିଆ ଗଦାରେ ଫୋପାଡି ଦେଲା ନାତି

ମୁମ୍ବାଇ: ମୁମ୍ବାଇରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଆରେ କଲୋନୀର ଜଣେ ବୃଦ୍ଧା ମହିଳାଙ୍କୁ ପୋଲିସ ଏକ ଅଳିଆ ଗଦାରୁ ଉଦ୍ଧାର କରି ଭିଲେ ପାର୍ଲର କୁପର ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ନାତି ସହିତ ମାଲାଡରେ ରୁହନ୍ତି।…

ଲଦାଖରେ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ, ବିଜ୍ଞାନ ସହ ପ୍ରକୃତିର ସୌନ୍ଦର୍ଯ୍ୟର ଭରପୂର ମଜା

ଲଦାଖ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ (Astro Festival in Leh) ଆୟୋଜନ କରିବାକୁ ଯାଉଛି। ଲଦାଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଥର ପାଇଁ ଆଷ୍ଚ୍ରୋ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଆସନ୍ତା ଜୁନ ୨୭ ଓ ୨୮ ତାରିଖରେ ଏହା ଅନୁଷ୍ଠିତ ହେବ । ଏଥିରେ…