Latest Odisha News

BREAKING NEWS

Yearly Archives

2025

ଗଞ୍ଜେଇ ମୁକ୍ତ ହେବ ଓଡିଶା….

ଭୁବନେଶ୍ବର: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟକୁ ବନ୍ଦ କରାଯିବ । ଏନେଇ ଅଭିଯାନ ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ…

ପୁଣି ନିଜ ପ୍ରଶଂସାରେ ଶତମୁଖ ହେଲେ ଟ୍ରମ୍ପ: ଇରାନ ଉପରେ ଆକ୍ରମଣକୁ ହିରୋସିମା, ନାଗାସାକି ସହ କଲେ ତୁଳନା….

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଆଉ ପୁଣି ଥରେ ଏହାକୁ ନେଇ ନିଜ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଇରାନ ଏବଂ ଇସ୍ରାଏଲ ଯୁଦ୍ଧବିରତିର ଶ୍ରେୟ ନିଜକୁ ଦେଇ, ଇରାନ ଉପରେ ଆମେରିକାର ଆକ୍ରମଣ କେତେ ଯେ ଶକ୍ତିଶାଳୀ ଥିଲା ତାକୁ…

ଅଳକନନ୍ଦାରେ ବୁଡିଗଲା ବଦ୍ରିନାଥ ଯାଉଥିବା ଯାତ୍ରୀଭରା ବସ୍: ୨ମୃତ, ୧୦ ନିଖୋଜ

ରୁଦ୍ରପ୍ରୟାଗ: ସକାଳୁ ସକାଳୁ ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । ଆଜି ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରଠାରେ ଏକ ଯାତ୍ରୀବାହୀ ସମ୍ପୂର୍ଣ୍ଣ ବସ୍ ଅଳକନନ୍ଦା ନଦୀରେ ବୁଡ଼ି ଯାଇଛି । ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର…

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା :ଭାସିଗଲେ ୨୦ଶ୍ରମିକ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା  । ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି ।…

‘ଆତଙ୍କବାଦର କେନ୍ଦ୍ରଗୁଡ଼ିକ ଆଉ ସୁରକ୍ଷିତ ନୁହେଁ’, ପାକିସ୍ତାନର ନାଁ ନନେଇ ବର୍ଷିଲେ ରାଜନାଥ ସିଂହ 

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗୁରୁବାର ଦିନ ଚୀନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୀମାପାର ଆତଙ୍କବାଦ ପାଇଁ ସଦସ୍ୟ ରାଷ୍ଟ୍ର ପାକିସ୍ତାନକୁ…

ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ,ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଜଣେ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ୪ଟି ଦମକଳ ବାହିନୀ ବହୁ ଉଦ୍ୟମ କରି ନିଆ…

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଅଟକ

ମୟୂରଭଞ୍ଜ: ପୁଣି ରାଜ୍ୟରେ ଆଉ ଏକ ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ସମୟରେ ଘଟଣାଟି ଘଟିଥିବା ଜଣାପଡ଼ିଛି।…

ଆଜି ସୃଷ୍ଟି ହେବ ଲଘୁଚାପ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହି ଅଞ୍ଚଳରେ ଆଗାମୀ ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହୋଇପାରେ । ସୁନ୍ଦରଗଡ଼,…

ଭାରତରେ ଆସିଲା ଗୁଗଲ୍ ସର୍ଚ୍ଚର ଏଆଇ ମୋଡ୍; ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ…

ନୂଆଦିଲ୍ଲୀ: ଗୁଗୁଲ୍ ଏବେ ଭାରତରେ ମଧ୍ୟ ଏହାର ଗୁଗୁଲ୍ ସର୍ଚ୍ଚ ସେବାରେ AI ମୋଡ୍ ଲଞ୍ଚ କରିଛି। ଏହା ପୂର୍ବରୁ କମ୍ପାନୀ ଏହି ଫିଚରକୁ କେବଳ ଆମେରିକାର କିଛି ମନୋନୀତ ଉପଭୋକ୍ତାଙ୍କ ପାଇଁ ୨୦୨୫ ମାର୍ଚ୍ଚ ମାସରେ ଲଞ୍ଚ କରିଥିଲା। ଏହା ପ୍ରଥମ ଥର , ଗୁଗୁଲ୍ ଆମେରିକା ବାହାରେ କୌଣସି ଦେଶରେ…

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ,ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅନବସର । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଦୁର୍ଲ୍ଲଭ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା ରହଛି । ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ ।…