Latest Odisha News

BREAKING NEWS

Yearly Archives

2025

ଏହି ଖାଦ୍ୟକୁ କରନ୍ତୁ ବାଏ…ଲିଭର ରହିବ ସୁସ୍ଥ !

ଭୁବନେଶ୍ବର: ଯଦି ଆପଣ ନିଜର ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଆପଣଙ୍କର ଯକୃତ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇପାରେ। ଲିଭର ରକ୍ତ ସଫା କରିଥାଏ  । ଯଦି ଆପଣଙ୍କର ଲିଭର ସୁସ୍ଥ ନୁହେଁ ତେବେ…

ଶ୍ରୀ ଭାଗବତ ସାର ୬୦: ଯୋଗ ସାଧନର ଆବଶ୍ୟକତା ନିଶ୍ଚିତ ଭାବରେ ଜୀବ ଓ ପରମ ମିଳନର ବାଟ ଉନ୍ମୁକ୍ତ କରିଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ଏପରି ଗ୍ରନ୍ଥ ଯାହା ଗୂଢ଼ ରୁ ଗୁଢତମ ତତ୍ୱ ଗୁଡିକର ବିସ୍ଲେସଣ ଖୁବ ପ୍ରାଞ୍ଜଳ ଓ ପରିଷ୍କାର ଭାବେ କରିଥାଏ। ତେଣୁ ଏହି ଷଢ଼ ଚକ୍ର ଜାଗ୍ରତ କରି ପ୍ରାଣାୟାମ ଯୋଗ କ୍ରିୟା ବା କ୍ରିୟା ଯୋଗର ସମସ୍ତ ବିବରଣୀ ଅତି…

ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ

ଭୁବନେଶ୍ବର:ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । କମିଟିରେ ଅଛନ୍ତି ୪ ମନ୍ତ୍ରୀଙ୍କ ସହ…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ପ୍ରସ୍ତାବରେ ବାଜିଲା ମୋହର; ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଶୁକ୍ରବାର ୪ ପ୍ରସ୍ତାବ ଉପରେ ମୋହର ମାରିଛି। ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ୪ଟି ପ୍ରସ୍ତାବରେ ବାଜିଲା ମୋହର । ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି।…

ଫ୍ରେଂଚ ଓପନ ଫାଇନାଲରେ ଆଲକାରେଜ

ନୂଆଦିଲ୍ଲୀ: ସ୍ପେନର ଷ୍ଟାର ଖେଳାଳି କାର୍ଲୋସ ଆଲକାରେଜ ୨୦୨୫ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଇଟାଲୀର ଲୋରେଞ୍ଜୋ ମୁସେଟ୍ଟି ଆଘାତ ସମସ୍ୟା ଯୋଗୁ ମ୍ୟାଚ ଅଧାରୁ ଓହରି ଯାଇଥିଲେ । ୨୨ ବର୍ଷୀୟ କାର୍ଲୋସ ଓ ମୁସେଟ୍ଟିଙ୍କ…

୨୦୨୬ ଏପ୍ରିଲରେ ବାଂଲାଦେଶରେ ସାଧାରଣ ନିର୍ବାଚନ

ଢାକା:ବାଂଲାଦେଶରେ ବହୁ ପ୍ରତୀକ୍ଷିତ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। ତେବେ ଶୁକ୍ରବାର…

ଜାହୀରଙ୍କ ଅଡୁଆ ବଢ଼ିଲା, ରାଗି ଯାଇଛନ୍ତି ସଞ୍ଜୀବ

ଲକ୍ଷ୍ନୌ: ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ପ୍ଲେ ଅଫରେ ପ୍ରବେଶ ମଧ୍ୟ କରିପାରି ନ ଥିଲା । ଓଭରାଲ ଷଷ୍ଠ ସ୍ଥାନରେ ରହି ଦଳ ତାର ଅଭିଯାନ ଶେଷ କରିଛି । ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ଟିମର ଅଧିନାୟକ ରିଷଭ ପନ୍ତ ଓ ମେଂଟର ଜାହୀର ଖାଁଙ୍କ…

କର୍ଣ୍ଣାଟକ ହାଇକୋର୍ଟରୁ କେଏସସିଏକୁ ବଡ଼ ଆଶ୍ୱସ୍ତି, ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ

କର୍ଣ୍ଣାଟକ: ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ମାମଲାରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ ବିରୁଦ୍ଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। କିନ୍ତୁ କୋର୍ଟ କେଏସସିଏ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ପୀୟୁଷ

ନୂଆଦିଲ୍ଲୀ:ଭାରତର ଷ୍ଟାର ସ୍ପିନର ପୀୟୁଷ ଚାୱଲା କ୍ରିକେଟର ସମସ୍ତ ଫର୍ମାଟର ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଏହି ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ । ୨୦୦୭ ଟି୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଆଇପିଏଲରେ ମଧ୍ୟ…

ଭାଙ୍ଗୁଛି ମାଓଗଡ଼: ଏନକାଉଣ୍ଟରରେ ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ

ରାୟପୁର: ଭୁଶୁଡୁଛି ମାଓ ଦୁର୍ଗ। ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି। ଏଥିରେ ତେଲଙ୍ଗାନାର ମୋଷ୍ଟ…