Latest Odisha News

BREAKING NEWS

Yearly Archives

2025

ପାକିସ୍ତାନର ହାତ ଛାଡିଦେବ ବନ୍ଧୁ ଚୀନ?, ବିଶ୍ବ ମଞ୍ଚରେ କହିଲା……

ନୂଆଦିଲ୍ଲୀ: ପାକିସ୍ତାନର ହାତ ଛାଡିଦେବ ଚୀନ! ବିଶ୍ବ ମଞ୍ଚରେ ଦେଲା ବଡ ଝଟକା । ଅନ୍ତର୍ଜାତୀୟ ସ୍ତରରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି । ବ୍ରାସିଲିଆରେ ଅନୁଷ୍ଠିତ ୧୧ତମ ବ୍ରିକ୍ସ ସଂସଦୀୟ ଫୋରମ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ…

ଏନକାଉଣ୍ଟରରେ ମାଓବାଦୀ ନେତା ଭାସ୍କର ନିହତ, ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରୁ ମୃତଦେହ ଉଦ୍ଧାର

ରାୟପୁର: ଛତିଶଗଡ଼ର ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଆଉ ଜଣେ ଶୀର୍ଷ ସିପିଆଇ (ମାଓବାଦୀ) କମାଣ୍ଡର ନିହତ ହୋଇଛନ୍ତି। ଶୁକ୍ରବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଟପ୍ ମାଓବାଦୀ ନେତା ସୁଧାକର…

ଭକ୍ତଙ୍କ ସୁବିଧା ପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ଆପ ଲଞ୍ଚ 

ପୁରୀ: ଭକ୍ତଙ୍କ ସୁବିଧା ପାଇଁ ପୁରୀ ପ୍ରଶାସନ ପକ୍ଷରୁ 'ଶ୍ରୀ ଜଗନ୍ନାଥ ଧାମ' ଆପ ଲଞ୍ଚ କରାଯାଇଛି। ଏହି ଆପ୍ ଶ୍ରୀ ଜଗନ୍ନାଥ ମନ୍ଦିରର ରୀତିନୀତି, ସମୟସାରଣୀ ଏବଂ ରଥଯାତ୍ରା ଭଳି ବିଶେଷ କାର୍ଯ୍ୟକ୍ରମ ବିଷୟରେ ବ୍ୟାପକ ଅପଡେଟ୍ ପ୍ରଦାନ କରିବ। ଯାହା ତୀର୍ଥଯାତ୍ରୀଙ୍କୁ ଏକପ୍ରକାର ସୁବିଧା…

ଜୁନ୍ ୨୦ରେ ଓଡିଶା ଆସିବେ ମୋଦି

ଭୁବନେଶ୍ବର: ଧାର୍ଯ୍ୟ ହେଲା ତାରିଖ । ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଜୁନ୍ ୨୦ ତାରିଖରେ ମୋଦି ଓଡିଶା ଗସ୍ତରେ ଆସିବେ । ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ମୋଦି ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ…

ପାକିସ୍ତାନ ଉପରେ ବର୍ଷିଲେ ଆମେରିକୀୟ ସାଂସଦ: କହିଲେ, ‘ଆଗ ଆତଙ୍କବାଦୀ ସଫା କର’

ନୂଆଦିଲ୍ଲୀ: ଆମେରିକାରେ ଅପଦସ୍ତ ହେଲା ପାକିସ୍ତାନ । ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲା, ଆମେରିକାର ସାଂସଦ ଦେଖାଇଦେଲେ ଔକାତ୍ । ଆମେରିକା ଗସ୍ତରେ ୱାଶିଂଟନ ଡିସିରେ ପହଞ୍ଚିଥିବା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ପାକିସ୍ତାନୀ…

ମୋତେ ପଳାତକ କୁହନି; ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲିଙ୍କୁ କହିଥିଲି.

ନୂଆଦିଲ୍ଲୀ: ଲଣ୍ଡନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଛାଡିବା ପରେ ପ୍ରଥମ ଥର ପାଇଁ ଏକ ପଡକାଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି। ପଡକାଷ୍ଟରେ ସେ ନିଜ ପିଲାଦିନଠାରୁ ଆରମ୍ଭ କରି କିଙ୍ଗଫିସର ଏୟାରଲାଇନ୍ସ ପ୍ରତିଷ୍ଠା ଏବଂ ଆଇପିଏଲ୍ ଟିମ୍ କିଣିବା ପର୍ଯ୍ୟନ୍ତ ସବୁ ବିଷୟରେ…

ନିଜର ରାଜନୈତିକ ଦଳ ଗଢିବେ କି ମସ୍କ?, ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଢିଚାଲିଛି ଟ୍ରମ୍ପ ମସ୍କଙ୍କ ତିକ୍ତତା । ଏବେ କଥା ଆମେରିକାରେ ନୂଆ ଦଳ ଗଢିବା ଯାଏଁ କଥା ପହଞ୍ଚିଲାଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ବ୍ୟବସାୟୀ ତଥା ଟେସଲା ମାଲିକ ଏଲୋନ ମସ୍କଙ୍କ ମଧ୍ୟରେ ଲଢ଼େଇ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ ପର୍ଯ୍ୟନ୍ତ…

ଅଲ୍ଲୁଙ୍କ ଭଳି ଫସିବେ କି ବିରାଟ?: ଦଳଚକଟା ମାମଲାରେ ଆସିଲା ଅଭିଯୋଗ….

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳଚକଟା ମାମଲା ଏବେ ନୂଆ ମୋଡ ନେଇଛି । ଗତ ୪ ତାରିଖରେ ଆରସିବି ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ସମ୍ପର୍କରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ…

ଆସିଲା ଜି-୭ ସମ୍ମିଳନୀ ନିମନ୍ତ୍ରଣ: କାନାଡା ଯିବେ ମୋଦି

ନୂଆଦିଲ୍ଲୀ: ବହୁ କଳ୍ପନାଜଳ୍ପନା ପରେ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସିଛି ଜି-୭ ସମ୍ମତଳନୀ ପାଇଁ ନିମନ୍ତ୍ରଣ । ଚଳିତ ବର୍ଷ କାନାଡାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ଏକ ସରକାରୀ ନିମନ୍ତ୍ରଣ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଢ଼ିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା: ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସରକାର

ଭୁବନେଶ୍ଵର: ରାଜ୍ୟ ତଥା ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ସପ୍ତାହ ଭିତରେ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଏବେ ୫୦୦୦ ପାର କଲାଣି ସଂକ୍ରମଣ ସଂଖ୍ୟା। ଯାହାକୁ ନେଇ ଏବେ ଅଧିକ ସଜାଗ ହୋଇଛନ୍ତି ରାଜ୍ୟ…