ପୁଣି ଭୁବନେଶ୍ୱରରେ କାର୍ ଆତଙ୍କ, ୪ ଗାଡ଼ିକୁ ପିଟିଲା…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଦୁର୍ଘଟଣା ଘଟିଛି। କଳିଙ୍ଗ ନଗର ଅଞ୍ଚଳରେ ଏକ କଳା ରଙ୍ଗର ସ୍କର୍ପିଓ ଗାଡ଼ି ଅନ୍ୟ ଚାରୋଟି ଗାଡ଼ିକୁ ଧକ୍କା ଦେଇଛି।
ଅତ୍ୟନ୍ତ ବେପରୁଆ ଭାବେ ଚଳାଯାଉଥିବା ଏହି କଳା ରଙ୍ଗର ସ୍କର୍ପିଓ ଗୋଟିଏ କାର୍, ଦୁଇଟି ମୋଟରସାଇକେଲ୍ ଏବଂ ଗୋଟିଏ ସ୍କୁଟିକୁ…